Odisha Link
Bridging the Missing Links in Odisha
Browsing Tag

Udhav Thakery

ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ୍:…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜର ବକ୍ତବ୍ୟ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ କରହିଛିନ୍ତି ଯେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ ରହିଛି। ମହାରାଷ୍ଟ୍ର ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନର ଆବଶ୍ୟକତା ରହିଛି। ଅଧିକ ଅକ୍ସିଜେନ…

କାଲିଠୁ ଶିରିଡି ବନ୍ଦ!

ମହାରାଷ୍ଟ୍ର: ଆସନ୍ତା କାଲି ଠାରୁ ମହାରାଷ୍ଟ୍ର ବନ୍ଦ ରହିବ ଶିରିଡି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡାକରା ଦେଇଛନ୍ତି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ସାଇବାବା ସଂସ୍ଥାନ ଟ୍ରଷ୍ଟ ସଦସ୍ୟ ବି. ଓ୍ବାକଚୌରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ପ୍ରତିବାଦରେ ଶିରିଡି ବନ୍ଦ…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପରେ…

ମୁମ୍ବାଇ: ଆଜି ଶିବସେନା ତାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ମନୋନୀତ କରିଛି। ପରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ ଶିବସେନା ସଭାପତି ଉଦ୍ଧବ ଠାକରେ। ଆଜି ଦଳୀୟ ବିଧାୟକ ଓ ସମର୍ଥକମାନଙ୍କୁ ଉଦୋବଧନ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣିଥରେ ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଜୋର…