ଉଦିତନଗର ଖେଳ ପଡିଆରେ ନିଆଁ
ରାଉରକେଲା: ଉଦିତନଗର ଖେଳ ପଡିଆରେ ନିଆଁ। ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଖେଳ ପଡିଆରେ ଏଲ୍ ଆଣ୍ଡଟି କମ୍ପାନୀ ପକ୍ଷରୁ ପାଇପ୍ ରଖାଯାଇଥିଲା ସେଥିରେ ନିଆଁ ଲାଗିଯାଇଛି। ଆଜି ଦିନ ୧୨ଟା ୨୫ରେ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିଶମ ବିଭାଗ ଓ ଆରଏସପିର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି…