Odisha Link
Bridging the Missing Links in Odisha
Browsing Tag

UNGA

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ: ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ। ଭାରତ ପକ୍ଷରୁ ବୈଦେଶିକ ସଚିବ ବିଦିଶା ମିତ୍ରା ଉତ୍ତର ଦେଇଛନ୍ତି। ବିଦିଶା କହିଛନ୍ତି ଯେ, ଇମ୍ରାନଙ୍କ ମନ୍ତବ୍ୟ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ତାଙ୍କ ଭାଷଣ ଘୃଣା ଓ ହିଂସାରେ ଭର୍ତ୍ତି ହୋଇଥିଲା ଏବଂ ସେ ଦେଇଥିବା ଭାଷଣ ମିଛ…