Odisha Link
Bridging the Missing Links in Odisha
Browsing Tag

University

ବିଦ୍ୟାର୍ଥୀ ସାବଧାନ: ଓଡ଼ିଶାରେ ଚାଲିଛି…

ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୪ଟି ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟକୁ ନକଲି ଘୋଷଣା କରିଛନ୍ତି। ଆୟେଗ ଦ୍ବାରା ଜାରି ହୋଇଥିବା ତାଲିକାରେ ସର୍ବାଧିକ ନକଲି ବିଶ୍ବବିଦ୍ୟାଳୟ ଉତ୍ତର ପ୍ରଦେଶ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରହିଛି। ଏଥିରୁ ଦୁଇଟି ନକଲି…

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ…

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବୃଦ୍ଧି କରିଛନ୍ତି। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ ହେଉଥିବା…

କାଲିଠୁ ଖୋଲିବ ବିଶ୍ବବିଦ୍ୟାଳୟ ଓ କଲେଜ:…

ଭୁବନେଶ୍ବର: ଆଜି ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଆଲୋଚନା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ।…

ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ…

୯୫% କଲେଜରେ ନାହିଁ ଅଗ୍ନି ନିରାପତ୍ତା…

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଗୃହ ବିଭାଗ ଆପତ୍ତି ଉଠାଇବା ସହ କେଉଁ ବର୍ଗର କଲେଜସବୁ…