୨୦୨୦ରୁ ଏକକ ପିଜି ପ୍ରବେଶିକା: ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ ଶିକ୍ଷାବର୍ଷରେ ଦେଖାଯିବ ନୂଆ ନିୟମ। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା ଲାଗୁ ହେବ ବୋଲି…