Odisha Link
Bridging the Missing Links in Odisha
Browsing Tag

Vikram

ନାସା ପଠାଇଲା ବିକ୍ରମକୁ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପଡ଼ିରହିଛି ଲ୍ୟାଣ୍ଡର ବିକ୍ରମ। ଲ୍ୟାଣ୍ଡରକୁ ଆକ୍ଟିଭେଟ କରିବା ପାଇଁ ଇସ୍ରୋ ପକ୍ଷରୁ ବହୁତ ଚେଷ୍ଠା କରାଯାଉଛି। ଏଥିସହିତ ନାସା ସହଯୋଗର ହାତ ବଢାଇଛି। ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ‘ବିକ୍ରମ’କୁ ‘ନାସା’ ହ୍ୟାଲୋ ମେସଜ ପଠାଇଛି। ‘ନାସା’ର ଡିପ ସ୍ପେଶ ଆଣ୍ଟିନା ଏହି ହ୍ୟାଲୋ…

ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ…

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି ବୋଲି ଆଜି ଇସ୍ରୋ ପକ୍ଷରୁୁ ଏଭଳି ଟ୍ବିଟ୍‌ କରାଯାଇଛି। ଇସ୍ରୋ ମଙ୍ଗଳବାର ଟୁଇଟ୍ କରି ଆହୁରି ସୂଚନା ଦେଇଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ…

ଚନ୍ଦ୍ରାଯାନ-୨: ଇସ୍ରୋରୁ ଆସିଲା ଶୁଭ…

ନୂଆଦିଲ୍ଲୀ: ଇସ୍ରୋରୁ ଆସିଲା ଶୁଭ ଖବର। କାରଣ ଚନ୍ଦ୍ରଯାନ-୨ ସମ୍ପର୍କରେ ଆସିଛି ଶୁଭ ଖବର। ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ‘ବିକ୍ରମ’ ସମ୍ପର୍କରେ ଇସ୍ରୋ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି। ଲ୍ୟାଣ୍ଡର ‘ବିକ୍ରମ’ ର କିଛି କ୍ଷତି ହୋଇନଥିବା ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ‘ବିକ୍ରମ’ ର ହାର୍ଡ ଲ୍ୟାଣ୍ଡିଂ…

ମିଳିଲା ଲ୍ୟାଣ୍ଡର ବିକ୍ରମ ଠିକଣା

ବେଙ୍ଗାଲୁରୁ: ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମିଳିଳା ସୂଚନା। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଏହାର ଫଟୋ ନେଇଛି। ଅର୍ବିଟରରୁ ଇସ୍ରୋକୁ ଫଟୋ ମିଳିବା ପରେ ଲ୍ୟାଣ୍ଡର…

ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ କେମିତି,…

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଇତିହାସ ରଚିବ ଭାରତ। ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ଦର୍ଶାଯାଇଛି ଶନିବାର…