ସୋସିଆଲ ମିଡିଆରୁ ବିଦାୟ ନେବେ ମୋଦି!
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି। ଏନେଇ ମୋଦି ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ…