Odisha Link
Bridging the Missing Links in Odisha
Browsing Tag

Weight School Bags

ପୁଣି ସ୍କୁଲ୍‌ ବ୍ୟାଗ୍‌ ତାଗିଦ

ଭୁବନେଶ୍ବର: ପୁଣି ସ୍କୁଲ୍‌ ବ୍ୟାଗ୍‌ ଓଜନକୁ ନେଇ ତାଗିଦ। ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ ଓଜନ କମ୍‌ ପ୍ରସଙ୍ଗରେ ପୁଣି ଗଣଶିକ୍ଷା ବିଭାଗର ଚିଠି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରଛନ୍ତି ଗଣଶିକ୍ଷା ସଚିବ। ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ ଚିଠି ଲେଖିଛନ୍ତି…

ଏଣିକି ସ୍କୁଲ ବ୍ୟାଗ୍ ଓଜନ ପରଖିବ…

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି । ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଏହାର ଅଧ୍ୟକ୍ଷ ରହିବେ । ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ,…