କେନାଲରୁ ବିଧବା ମହିଳାଙ୍କ ମୃତଦେହ…
ମାହାଙ୍ଗା: କେନାଲରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ଉକ୍ତ ମହିଳା ଜଣଙ୍କ କଟକ ଜିଲ୍ଲାର ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମର ବୋଲି ସୂଚନା ମିଳିଛି। ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ମହାପାତ୍ର।
ପ୍ରକାଶ ଯେ , ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ବାସ ଅନ୍ନପୂର୍ଣ୍ଣା କରୁଥିଲେ। ତାଙ୍କ…