୪ ଯାଏଁ ଶୀତରେ ଥରିବ ଓଡ଼ିଶା
ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ରାଜ୍ୟର ଅନେକ ସ୍ଥାନରେ କାଲୁଆ ପବନ ଥରାଉଛି। ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ…