Odisha Link
Bridging the Missing Links in Odisha
Browsing Tag

Youth Death

କଟକ ରେଳ ଷ୍ଟେସନରେ ଯୁବକଙ୍କ ମୃତ୍ୟୁ

କଟକ : ଆଜି ସକାଳ ସମୟରେ କଟକ ରେଳ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବଙ୍କ ଷ୍ଟେସନରେ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ ମାନସିତ ବିକଳାଙ୍ଗ ଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ ଆଜି ସକାଳେ କଟକ ରେଳ ଷ୍ଟେସନର ୭ ନମ୍ବର…

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସୂଂଗୁଡା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୌରାଙ୍ଗ ମୋହନୀ। ତାଙ୍କ ବୟସ ୪୬ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଗୌରାଙ୍ଗ ମୋହନୀ ଘର ପାଖରେ ବିଦ୍ୟୁତ ତାର ଯୋଡ଼ୁଥିବାବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା।…