Odisha Link
Bridging the Missing Links in Odisha
Browsing Tag

Z+ Security

ସରଗରମ ଓଡ଼ିଶା ରାଜନୀତି, ୬ ନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ମାହୋଲ। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ନିର୍ବାଚନୀ ଚର୍ଚ୍ଚା। ଚା’ଖଟିରୁ ଆରମ୍ଭ କରି ସପିଂ ମଲ୍‌ ପର୍ଯ୍ୟନ୍ତ ହେଉଛି ନିର୍ବାଚନୀ ଚର୍ଚ୍ଚା। ଟିଭି, ଖବରକାଗଜ, ସୋସିଆଲ ମିଡିଆରେ ସବୁଠି ନିର୍ବାଚନୀ ଖବର। ଓଡ଼ିଶାରେ ବିଧାନସଭା ଓ…

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ Z+…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ଯେ କୌଣସି ସ୍ଥାନକୁ ଗମନାଗମନ ପାଇଁ ଗୋଗୋଇଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୬ ବର୍ଷୀୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର…

ଜଷ୍ଟିସ ଗୋଗୋଇଙ୍କୁ ଅବସର ପରେ z+…

ନୂଆଦିଲ୍ଲୀ: ଆଉ ଦିନକ ପରେ ଅର୍ଥାତ୍‌ ଆସନ୍ତାକାଲି ଅବସର ଗ୍ରହଣ କରିବେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅବସର ପରେ ସେ ଆସାମରେ ରହିବେ ବୋଲି ଜଣାପଡ଼ିଛି। ଏହି ସମୟରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଗତ ୯ ତାରିଖରେ ଦେଶର ଦୀର୍ଘ ବର୍ଷ ତଳର ପୁରୁଣା ମାମଲା ଅଯୋଧ୍ୟା…

ଗାନ୍ଧି ପରିବାରର ସୁରକ୍ଷା ଦାୟିତ୍ୱ…

ନୂଆଦିଲ୍ଲୀ: ଆଜିଠୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବର୍ତ୍ତମାନ ସିଆରପିଏଫ୍ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ। ପୂର୍ବରୁ ଏସ୍‌ପିଜି ସୁରକ୍ଷା ରହିଥିଲା। କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପରେ ସୋମବାର…

ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ…

ନୂଆଦିଲ୍ଲୀ: ଏଣିକି ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ 'ଜେଡ୍‌ ପ୍ଲସ୍‌’ ସୁରକ୍ଷା। ଗାନ୍ଧି ପରିବାର ସଦସ୍ୟଙ୍କଠୁ ହଟାଟିବ ଏସ୍‌ପିଜି ସୁରକ୍ଷା। ଏହାରି ବଳରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବେନି ଏସ୍‌ପିଜି ଯବାନ। କେନ୍ଦ୍ର ସରକାର ଏହି…