Odisha Link
Bridging the Missing Links in Odisha

ଶ୍ରମିକ ସୁରକ୍ଷା୍‌ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ : ପାରାଦୀପ ପିଆଇସିଟି କମ୍ପାନୀ ଫାଟକ ସମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ଶ୍ରମିକ । ଗୁରୁତର ଶ୍ରମିକଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି ।
ବିଳମ୍ବିତ ରାତିରେ କାମ କରୁଥିବା ବେଳେ ତଳକୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି ।

Comments are closed.