Odisha Link
Bridging the Missing Links in Odisha
Daily Archives

August 13, 2019

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା…

ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେଲା ମହିଳା ଟି-୨୦ କ୍ରିକେଟ। ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍)। ୨୦୨୨ରେ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ଚଳିତ ବର୍ଷ ଜୁନ୍ ମାସରେ ସିଜିଏଫ୍ ଏଥିପାଇଁ…

ବଢ଼ିବାରେ ଲାଗିଛି ହୀରାକୁଦର ଜଳସ୍ତର

ସମ୍ବଲପୁର : ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଆମନ୍ତ୍ରଣ କଲାଣି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ୬୧୭.୦୬ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ…

ରାଜସ୍ଥାନରୁ ରାଜ୍ୟସଭା ଯିବେ ମନମୋହନ…

ଜୟପୁର: ପୁଣିଥରେ ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେଥିପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ…

ଆହୁରି ୪୮ ଘଣ୍ଟା ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ହେବାର ସମ୍ଭାବନା ରହିଛି । ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…

ତ୍ରିରଙ୍ଗା ରାଲିକୁ ନେଇ ଦୁଇ…

ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜରେ ଦୁଇ ଛାତ୍ର ଗୋଷ୍ଠି ମୁହାଁମୁହିଁ। କଲେଜ ପରିସରରେ ହେଉଥିବା ତ୍ରିରଙ୍ଗା ରାଲିକୁ ବିରୋଧ କରି ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ଆସିଛି। ଗୋଟିଏ ଛାତ୍ରଗୋଷ୍ଠି କଲେଜ ପରିସରରେ ତ୍ରିରଙ୍ଗା ରାଲି କରୁଥିବା ସମୟରେ ଆଉ ଏକ ଛାତ୍ର…

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା । ସୂଚନା ଅନୁସାରେ, ଗତ ୨୯ରେ ସେ ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଚଳିତ ବର୍ଷ…

ଇଦ୍-ଉଲ୍-ଜୁହାରେ ବି ସ୍ତ୍ରୀକୁ ତଲାକ୍…

ବାଲେଶ୍ୱର : ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା। ତାଙ୍କ ଅଭିଯୋଗ…

ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍…

ଭୁବନେଶ୍ବର : ଭୁବନେଶ୍ବର ସତ୍ୟନଗର ସ୍ଥିତ ହୋଟେଲ୍‌ ରୟାଲ୍‌ ସୁଇଟ୍‌ ପ୍ରେକ୍ଷାଳୟରେ ସେଣ୍ଟ୍ ଜାଭିୟର ଇଣ୍ଟରନ୍ୟାସ୍‌ନାଲ ସ୍କୁଲରେ ଗତ ତିନି ଦିନ ଧରି ଚାଲିଥିବା ଛାୟା ଜାତିସଂଘ ଉତ୍ସବ ଉଦ୍‌ଯାପିତ ହୋଇ ଯାଇଅଛି। ଏହି ସମ୍ମିଳନୀକୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ପ୍ରିନ୍‌ସିପାଲ ଆର୍ତତ୍ରାଣ…

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା। ଏଣୁ ଏହା ଭିତରେ ଆମେରିକା ମୁଣ୍ଡ ପୁରାଇବନି ବୋଲି ସେ ସଫା ସଫା କହିଛନ୍ତି। ଆମେରିକାରେ ଅବସ୍ଥାପିତ…

ବର୍ଷା ଯୋଗୁଁ ବଢୁଛି ହାରୀକୁଦ ଜଳ…

ଭୁବନେଶ୍ବର : ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୬.୪୫ ଫୁଟ ରହିଛି। ହୀରାକୁଦ ଜଳଭଣ୍ଡାରକୁ ୮୦୪୯୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ୧୮୫୧୯ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ୍ ଅତିକ୍ରମ କରି ସାରିଥିବାରୁ ପୂର୍ବ ଘୋଷଣା ଅନୁଯାୟୀ…