Sun. Aug 25th, 2019

Odisha Link

bridging the missing links in odisha

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

1 min read
  •  
  • 1
  •  
  •  
  •  
  •  
  •  

କଟକ: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ।
ସୂଚନା ଅନୁସାରେ, ଗତ ୨୯ରେ ସେ ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଚଳିତ ବର୍ଷ ଏସ୍‌ସିବି ମେଡିକାଲରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି ଜଣାପଡିଛି ।

  • 1
    Share