Odisha Link
Bridging the Missing Links in Odisha
Daily Archives

September 8, 2019

ଏକାଠି ଜଳିଲା ଜୁଇ: ସ୍ୱାମୀଙ୍କ ମୃତ୍ୟୁ…

ନୟାଗଡ଼: ଜୀବନ ମରଣ ମଣିଷ ଜୀବନରେ କେତେବେଳେ ଆସିବ ତାହା କେବଳ ସମୟକୁ ଜଣା। ଏକା ଦିନରେ ଦୁନିଆ ଛାଡିଲେ ସାତ ଜନ୍ମର ସାଥି। ଏଥି ସହ ଗୋଟିଏ ଜୁଇରେ ସାତ ଜନମର ସାଥି । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ବାଉଁଶିଆପଡା ଗ୍ରାମରେ ଦେଖିବାକୁ ମିଳିଛି। କେହି କେହି ଏହାକୁ କାହିଁ କେଉଁ ଜନମର ପୁଣ୍ୟ…

ମିଶନ ଚନ୍ଦ୍ର ପାଇଁ ପ୍ରସ୍ତୁତି ଆରମ୍ଭ,…

ବେଙ୍ଗାଲୁରୁ: ପୁଣି ଥରେ ଚନ୍ଦ୍ରକୁ ଯାତ୍ରା କରିବ ଭାରତ। ଚନ୍ଦ୍ରକୁ ଯାତ୍ରା କରିବା ପାଇଁ ପୁଣିଥରେ ପ୍ରସ୍ତୁତ ହେଲାଣି ଇସ୍ରୋ। ଚନ୍ଦ୍ରଯାନ୨ ପରେ ମିଶନ ଚନ୍ଦ୍ର ଆରମ୍ଭ କରିବ ଇସ୍ରୋ। ଚନ୍ଦ୍ରଯାନ-୨ ତୁଳନାରେ ଏହା ବହୁତ ବଡ଼ ଓ ଭଲ ଭାବେ କରାଯିବ। ଏଥର ଭାରତ ନିଶ୍ଚିତ ଚନ୍ଦ୍ରରେ ପହଞ୍ଚିବ ବୋଲି ଇସ୍ରୋ ଆଶା…

୫୦୦ ଟଙ୍କା ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ବର: ହଟହଟା ହେଲେ ବିଧାୟକ। ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। କାରଣ ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏଜି ଛକକୁ…

ମିଳିଲା ଲ୍ୟାଣ୍ଡର ବିକ୍ରମ ଠିକଣା

ବେଙ୍ଗାଲୁରୁ: ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମିଳିଳା ସୂଚନା। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଏହାର ଫଟୋ ନେଇଛି। ଅର୍ବିଟରରୁ ଇସ୍ରୋକୁ ଫଟୋ ମିଳିବା ପରେ ଲ୍ୟାଣ୍ଡର…

ଭୁବନେଶ୍ବରର ଏହି ୧୧ ସ୍ଥାନରେ କରନ୍ତୁ…

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇବା ପାଇଁ ଗାଡ଼ି ଚାଳକ ଓ ମାଲିକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଧରପଗଡ଼ ଚାଲିଥିବାରୁ ଲୋକମାନେ ଛାନିଆ ହୋଇଯାଇଛନ୍ତି। ଘରୁ ଗାଡ଼ି କାଢ଼ିବାକୁ ଡରୁଛନ୍ତି।…

ମାଙ୍ଗାଲୋରରେ ଦୁର୍ଘଟଣା, କଟକ ଝିଅ ମୃତ

କଟକ: ଜଣେ ଓଡ଼ିଆ ଝିଅ ମାଙ୍ଗାଲୋର ଠାରେ ସଡ଼କ ଦୁର୍ଘଟଣାରେ ଗତକାଲି ପ୍ରାଣ ହରାଇଛନ୍ତି। ତାଙ୍କ ନାମ ଅପର୍ଣ୍ଣା ମହାପାତ୍ର ଓ ସେ କଟକ ସହର ପିଠାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ୨୩ ବର୍ଷିୟା ଅପର୍ଣ୍ଣା ଜଣାଶୁଣା କବି ଓ ଡାକ୍ତର ଅମିୟ ରଂଜନ ମହାପାତ୍ରଙ୍କର ଏକମାତ୍ର କନ୍ୟା। ତାଙ୍କ ମୃତ୍ୟୁ ଖବର ପହଞ୍ଚିବା…

ପରଲୋକରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀସ୍ଥିତ ବାସଭବନରେ ରାମ ଜେଠମଲାନୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ରାମ ଜେଠମଲାନୀ ସୁପ୍ରିମକୋର୍ଟର ଜଣେ ଟାଣୁଆ ଓକିଲ ସହ ଆଗଧାଡ଼ିର ରାଜନେତା ଥିଲେ। ସେ…