Sat. Oct 19th, 2019

Odisha Link

bridging the missing links in odisha

ଡ଼ିଜିଟାଲରେ ଗାଡ଼ି କାଗଜପତ୍ର

1 min read
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଏବେ ଡିଜିଟାଲ ପଦ୍ଧତିରେ ବି ଦେଖାଇ ହେବ ଗାଡ଼ି କାଗଜପତ୍ର। ଡିଜି ଲକର ଏବଂ ଏମ୍-ପିରବହନ ଆପରେ ଦେଖାଇହେବ କାଗଜପତ୍ର। ଏନେଇ ସବୁ ଜିଲ୍ଲାର ଏସପି ମାନଙ୍କୁ ଚିଠି କଲେ ପରିବହନ କମିଶନର। ଡିଜିଟାଲ ପଦ୍ଧତିରେ ଗାଡ଼ି କାଗଜପତ୍ର ଦେଖାଇଲେ ଗ୍ରହଣ କରିବାକୁ ନର୍ଦ୍ଦେଶ ଦିଆଯାଇଛି।