Odisha Link
Bridging the Missing Links in Odisha
Browsing Tag

Manas Mangaraj

ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ…

ଭୁବନେଶ୍ବର: ବାଇ-ଲ ପ୍ରସଙ୍ଗକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ, ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସାଂସଦ। ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି…

୨ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ…

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର। କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ପିଛା ୧୫ ଲକ୍ଷ ଲେଖାଏଁ ମଞ୍ଜୁର…

ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍‌ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ…

ମାନସ ମଙ୍ଗରାଜଙ୍କୁ ସାମ୍ବାଦିକଙ୍କ…

ଭୁବନେଶ୍ୱର: ଜାତୀୟ ପ୍ରେସ୍‌ ଦିବସ ଅବସରରେ ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ଖବର ମୁତାବିକ…

ଦାୟିତ୍ବ ନେଲେ ମାନସ ମଙ୍ଗରାଜ, ମିଳିଲା…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଇଛନ୍ତି ମାନସ ମଙ୍ଗରାଜ। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ସପ୍ତାହରେ ସେ କାର୍ଯ୍ୟରେ ଯୋଗଦେବେ। ସେ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।…

ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ…

ଭୁବନେଶ୍ବର: ବର୍ତ୍ତମାନ ବିଜୁ ଜନତା ଦଳରେ ଚାଲିଛି ନିଯୁକ୍ତିର ଋତୁ। ଏହି ଋତୁରେ ସାମିଲ ହୋଇଛନ୍ତି ବିଜେଡି ନେତା ମାନସ ମଙ୍ଗରାଜ। ମାନସଙ୍କୁ ମିଳିଛି ନୂଆ ଦାୟିତ୍ବ। ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବଦଳୁଛି ଚିଲିକାର ଚିତ୍ର, ମାନସଙ୍କୁ…

ଭୁବନେଶ୍ବର: ଚିଲିକାରେ ଏହା ଏକ ଜଣାଶୁଣା ପ୍ରବାଦ- ଯଦି ମାନସ ମଙ୍ଗରାଜ କୌଣସି ବି ଦଳରୁ ନିର୍ବାଚନ ଲଢ଼ିଥାଆନ୍ତେ, ତେବେ ୨୦୧୪ରେ ତାଙ୍କର ସୁନିଶ୍ଚିତ ବିଜୟ ହୋଇଥାଆନ୍ତା। ପ୍ରଥମ ଥର ପାଇଁ ନିର୍ବାଚନୀ ରଣାଙ୍ଗନରେ ପାଦ ଦେଇ ୨୦୦୯ ବିଧାନସଭା ନିର୍ବାଚନରେ ମାନସ ଚିଲିକାରୁ କଂଗ୍ରେସ ପ୍ରାର୍ଥୀ ଭାବରେ…