Odisha Link
Bridging the Missing Links in Odisha
Daily Archives

March 15, 2019

ବରଗଡ଼ରେ ରାହୁଳ: କ୍ଷମତାକୁ ଆସିଲେ…

ବରଗଡ଼: ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଅଧିକାର ଲାଗୁ କରିବ ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି। ଆଜି ଅପରାହ୍ଣରେ ବରଗଡ଼ର ସରସରା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ସେ ଏ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଜେଡିରେ ମିଶିଲେ କବି ହୁସେନ ରବି…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ କବି ହୁସେନ୍‌ ରବି ଗାନ୍ଧୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଗାନ୍ଧୀ ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ। ସେ ରାଜ୍ୟ ସରକାରଙ୍କ ମାସିକ ପତ୍ରିକା ଉତ୍କଳ ପ୍ରସଙ୍ଗର ସଂପାଦକ ସାଙ୍ଗକୁ କିଛି କାଳ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ମଧ୍ୟ ଥିଲେ।…

ବିଜେଡି ଛାଡ଼ିଲେ ସାଂସଦ, ବିଧାୟକ

ଭୁବନେଶ୍ବର: ବିଜେଡି ଛାଡ଼ିଛନ୍ତି ଦଳୀୟ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ସୁକାନ୍ତ ନାୟକ। ମାଝୀ ଗତକାଲି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି ସୁକାନ୍ତ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସେ ନିଜ…

ଦାମ ରାଉତଙ୍କ ସହ ଲଢ଼ିବେ ପୁଅ ସମ୍ବିତ!

ଭୁବନେଶ୍ବର: ଆବଶ୍ୟକ ପଡ଼ିଲେ ବାପାଙ୍କ ବିପକ୍ଷରେ ଲଢ଼ିବି। ବାପା ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ମୁଁ ପ୍ରସ୍ତୁତ। ପୂର୍ବତନ ବିଜେଡି ନେତା ଦାମୋଦର ରାଉତ ଗତକାଲି ବିଜେପିରେ ଯୋଗଦେବା ପରେ ଏପରି ଦୃଢ଼ୋକ୍ତି ବାଢ଼ିଛନ୍ତି ତାଙ୍କ ପୁଅ ସମ୍ବିତ…

କୋଷ୍ଟାଲ ହାଇଓ୍ବେକୁ ପରିବେଶ ଛାଟ

ଭୁବନେଶ୍ବର: ପୁଣି ଅଟକିଲା ଓଡ଼ିଶା ଉପକୂଳରେ ହେବାକୁ ଥିବା କୋଷ୍ଟାଲ ହାଇଓ୍ବେ ଯୋଜନା। କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ସମୁହରେ ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଜପଥ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁମୋଦନ ମିଳିଲା ନାହିଁ। ମୋଟ ୪୫୧ କିଲୋମିଟରର ଏହି ରାଜପଥର…