Odisha Link
Bridging the Missing Links in Odisha
Daily Archives

June 16, 2019

କ୍ରିକେଟ ବିଶ୍ବକପ୍: ଟିମ୍‌ ଇଣ୍ଡିଆର…

ମାଞ୍ଚେଷ୍ଟର: ସୁପରସଣ୍ଡେ ହାଇଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନକୁ ୮୯ରନରେ ପରାସ୍ତ କରିଛି। ଡିଏଲଏସ୍‌ ମେଥଡ଼ରେ ପାକିସ୍ତାନକୁ ବୃହତ ୮୯ରନ୍ ବ୍ୟବଧାନରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ୍‌ ଦେଇଛି। ଦୁଇ…

ହିମାଳୟ ଗଲେ ମନୋଜ ଦାସ

ପୁଦୁଚେରୀ: ଆଜି ହିମାଳୟ ଯାତ୍ରା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଶ୍ରୀ ମନୋଜ ଦାସ। କିଛିଦିନ ପାଇଁ ସେ ହିମାଳୟର କୌଣସି ଏକ ଆଶ୍ରମରେ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି। ମଝିରେ ମଝିରେ ଏକାକୀତ୍ବ ସନ୍ଧାନରେ ଶ୍ରୀ ଦାସ ହିମାଳୟରେ ଅବସ୍ଥାନ କରନ୍ତି। ବର୍ତ୍ତମାନ ଶ୍ରୀ ଅରବିନ୍ଦଙ୍କ…

ବିଜୟ ଦେଲେ ଭାରତକୁ ପ୍ରଥମ ସଫଳତା, ଆହତ…

ମାଞ୍ଚେଷ୍ଟର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୨୨ତମ ମ୍ୟାଚରେ ଭାରତ ପାକିସ୍ତାନ ଆଗରେ ୩୩୭ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। କିନ୍ତୁ ଭାରତୀୟ ଦଳ ସହ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଏହି ମ୍ୟାଚରେ ଆଉ ପଡ଼ିଆକୁ ଓହ୍ଲାଇବେ ନାଇଁ ଦ୍ରୁତ ବୋଲର ଭୁବନେଶ୍ବର କୁମାର। ପାକିସ୍ତାନ ଇନିଂସର ଚତୁର୍ଥ ଓଭରର…

ଓଡ଼ିଶାର ରବି ମିଶ୍ର ହେଲେ ରିଜର୍ଭ…

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓଡ଼ିଶାର ରବି ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ସେଣ୍ଟ୍ରାଲ ବ୍ୟାଙ୍କ ରିକ୍ପ ମ୍ୟାନଜେମେଣ୍ଟ ବିଭାଗରେ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ଥିଲେ। ରୋସମେରୀ ସେବେଷ୍ଟିଅନଙ୍କ କାର୍ଯ୍ୟକାଳ ପୂରିବା…

୧୧ ହଜାର ରନ୍‌ କ୍ଲବରେ ସାମିଲ ହେଲେ ରନ୍‌…

ମାଞ୍ଚେଷ୍ଟର: ସୁପରସଣ୍ଡେ ହାଇଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନ ଆଗରେ ୩୩୭ରନ୍‌ ବିଶାଳ ଲକ୍ଷ୍ୟ ରହିଛି। ଏହି ହାଇଭୋଲଟେଜ ମ୍ୟାଚରେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବଡ଼ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ…

କ୍ରିକେଟ ବିଶ୍ବକପ୍: ପାକିସ୍ତାନକୁ ୩୩୭…

ମାଞ୍ଚେଷ୍ଟର: ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ସୁପର ସଣ୍ଡେ ମୁକାବିଲାରେ ପାକିସ୍ତାନକୁ ଭାରତ ୩୩୭ ରନ୍‌ ଟାର୍ଗେଟ ଦେଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ମୋଟ୍‌ ୩୩୬ ରନ୍‌ ସଂଗ୍ରହ କରିଛି। କ୍ରିକେଟ ବିଶ୍ବକପ୍‌ ୨୦୧୯ର ୨୨ତମ…

ଆତଙ୍କବାଦୀ ମୁସାର ବଦଲା ନେବା ପାଇଁ…

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆକଙ୍କବାଦୀ ହମଲା ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର…

ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ବର: ସାରା ବିଶ୍ବ ଆଜି ପାଳନ କରୁଛି ବିଶ୍ବ ପିତୃ ଦିବସ। କଥାରେ ଅଛି ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିକ୍ଷା କରେ। ତେବେ ସେ ସଂସ୍କାରକୁ ନେଇ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ…

କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯: ଆଜି…

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ କ୍ରିକେଟର ହାଇ ଭୋଲଟେଜ ମ୍ୟାଚ୍‌ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ବିଶ୍ବକପର ୨୨ତମ ମ୍ୟାଚ ଆଜି ମାଞ୍ଚେଷ୍ଟରରେ ଖେଳାଯିବ। ଏହାସହ କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ସୁପର ସଣ୍ଡେ…

ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ଜୟ-ବିଜୟ…

ପୁରୀ: ବାତ୍ୟା ଫନିର ତାଣ୍ଡବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର କାରଣ ଫନି ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତିକୁ ଆଜି ଶେଷ ସ୍ପର୍ଶ ମିଳିଛି। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ…