Odisha Link
Bridging the Missing Links in Odisha
Daily Archives

June 17, 2019

ଓଡ଼ିଶାରେ ବନ୍ଦର ପ୍ରଭାବ ନାହିଁ:…

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣାରେ ଆଜି ଦେଶବ୍ୟାପୀ ଆନେ୍ଦାଳନ କରାଯାଉଛି । ଦେଶବ୍ୟାପୀ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ତେବେ ଓଡ଼ିଶାରେ ବନ୍ଦର ବିଶେଷ ପ୍ରଭାବ ପଡିନାହିଁ । ଜରୁରୀକାଳୀନ ସେବା ଜାରି ରହିଛି ବୋଲି…

୧୭ ତମ ଲୋକସଭା ଅଧିବେଶନ: କେଉଁଠି ବସିବେ…

ନୂଆଦିଲ୍ଲୀ:ଆଜି ୧୭ତମ ଲୋକସଭା ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟ ଇନିଂସର ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଦୀର୍ଘ ୪୦ଦିନ ଧରି ଚାଲିବ। ଅଧିବେଶନର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଶପଥ ଗ୍ରହଣ କରିଥିଲେ…

ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ । ନୂଆ ସାଇବର ଥାନା ସମ୍ପର୍କରେ ଡିଜିପି ରାଜନେ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ସାଇବର ମାମଲା ଉଦବେଗଜନକଭାବେ ବୃଦ୍ଧି ପାଉଛି । ୨୦୧୩ଟି…

ନଦୀରେ ବୁଡ଼ି ଯୁବକ ମୃତ

କାମାକ୍ଷାନଗର : ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ରାମିଆଳ ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ତାଙ୍କ ନିଜର କିଛି ସାଙ୍ଗ ସହ ନଦୀକୂଳକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ରନ୍ଧା ହେଉଥିବା…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେରର ହରିହାରପୁରରେ ଥିବା ନିକଟସ୍ଥ ପାଉଁଶ ଇଟାଭାଟିରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଭାଟି ମାଲିକ ଓ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପାଉଁଶ ଇଟାଭାଟିରେ ମାଟି ଖୋଳୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର…

ଥାନାରେ ଅଭିଯୋଗ ଆଣିବାରୁ ପତ୍ନୀ ଓ…

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା କଣ୍ଟାପାଳ ଗାଁରୁ ଆସିଛି ଏଭଳି ଏକ ଅଭିଯୋଗ। ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୃତକ ଦୁଇ ଜଣ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ…

ହାଇକୋର୍ଟ ଖୋଲିବ ହେଲେ କୋର୍ଟ ବର୍ଜନ…

କଟକ : ଖରାଦିନ ଛୁଟି ପରେ ଆଜି ହାଇକୋର୍ଟ ଖୋଲିବ। କିନ୍ତୁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ୩ଟି କୋର୍ଟକୁ ବର୍ଜନ କରିବେ ବୋଲି ସୂଚନା ମଳିଛି । ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ କଲେଜିୟମକୁ ସୁପାରିସ କରାଯିବା ଘଟଣାର…

୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନ ଆଜି,…

ନୂଆଦିଲ୍ଲୀ: ଆଜି(ସୋମବାର) ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଶପଥ ନେବେ ବୋଲି ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଦୁଇ ଦିନ ବ୍ୟାପୀ ଚାଲିବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ନେବା ପାଇଁ ୟୁନାଇଡେଟ୍‌ ପ୍ରୋଗ୍ରେସିଭ୍‌ ଆଲିଆନ୍ସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସ୍ୱତନ୍ତ୍ର…

କିସାନ ସଂଘର ଶସ୍ୟ ବୀମା ଦାବୀ ପୁରଣ ପାଇଁ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଶସ୍ୟ ବୀମା ପୁରଣ ଦାବୀରେ କିସାନ ସଂଘ କକ୍ଷରୁ ରାସ୍ତାରୋକ କରଯାଇଛି। ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ଶସ୍ୟ ବୀମା ଟଙ୍କା ପୈଠ ଦାବୀ କରିବା ନେଇ କିସାନ ସଂଘ ସଦସ୍ୟ ମାନେ ରାସ୍ତା ଅବରୋଧ କରିଛନ୍ତି। ଗୋଲାମୁଣ୍ଡା ବ୍ଲକରୁ ପ୍ରାୟ ଦୁଇ କୋଟି ଟଙ୍କାର ଶସ୍ୟ ବୀମା…

ଶ୍ରୀମନ୍ଦିରରେ ଲାଗିଲା ଜୟ-ବିଜୟ…

ପୁରୀ: ବାତ୍ୟା ଫନିର ତାଣ୍ଡବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର କାରଣ ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତି ପୂର୍ବପରି ଶ୍ରୀମନ୍ଦିରର ପୂର୍ବ ଦ୍ବାରରେ ସ୍ଥାପିତ ହୋଇଛି। ମନ୍ଦିର ପ୍ରଶାସନ କହିଥିବା…