Odisha Link
Bridging the Missing Links in Odisha
Daily Archives

June 17, 2019

ବିଶିଷ୍ଟ ଫିଲ୍ମ ନିର୍ମାତା ମଣିରତ୍ନମ…

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଜଣାଶୁଣା ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍‌ଘାତର ଶିକାର…

ଦାଉଦ ଇବ୍ରାହିମର ସମ୍ପତ୍ତି ଅଗଷ୍ଟ ୯ରେ…

ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଦାଉଦ ଇବ୍ରାହିମର ସମ୍ପତ୍ତି ନିଲାମ ହେବାକୁ ଯାଉଛି | ସମଗଲିଙ୍ଗ ଏଣ୍ଡ ଫରେନ ଏକ୍ସଚେଂଜ ମେନିପୂଲେଟର୍ସ ଆଇନ ଅନୁଯାୟୀ ମୁମ୍ବାଇର ଭିଣ୍ଡି ବଜାରରେ ଥିବା ଏହି ସମ୍ପତ୍ତିକୁ ନିଲାମ କରାଯିବ | ଅର୍ଥ ମନ୍ତ୍ରାଳୟ, ଏହି ଆଇନ ଅନୁଯାୟୀ…

ପ୍ରବେଶିକା ପରୀକ୍ଷାକୁ ନେଇ ବିଭ୍ରାନ୍ତି,…

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକିୟା ଜାରି ରହିଛି। ଏହାସହ ପିଜି ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସବୁ ବିଶ୍ବବିଦ୍ୟାଳୟର  ପ୍ରସ୍ତୁତି ପ୍ରାୟ ଦୂଡ଼ାନ୍ତ ପର୍ଯ୍ୟାୟରେ। ଏତେ ସବୁ ମଧ୍ୟରେ ଦେଖିବାକୁ ମିଳିଛି…

ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ : ଗୁଳି ଶବ୍ଦ…

ଭଦ୍ରକ : ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଂଜ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଜଣେ ବ୍ୟବସାୟୀ ଘରକୁ ଫେରୁଥିବା ବଳେ ଲୁଟେରା ଜଣକ ପିଛା କରିଥିଲେ । ରାହାଂଜ ଗାଁ ମୁଣ୍ଡରେ ଫାୟାରିଙ୍ଗ କରିଥିଲା ।ଗୁଳିର ଶବ୍ଦ ଶୁଣି ସେଠାରେ ଗାଁ ଲୋକେ ଆସି ରୁଣ୍ଡ…

ହୃଦୟଫୃଦୟ

ଅଜୟ ସ୍ବାଇଁଙ୍କ ଗଳ୍ପ ହୃଦୟଫୃଦୟ ଗଳ୍ପଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ଅଜୟ ସ୍ବାଇଁଙ୍କ ହୃଦୟଫୃଦୟ ଗଳ୍ପ ସଙ୍କଳନରୁ ଆସିଛି। ବହିଟି ସମ୍ପୂର୍ଣ୍ଣ ପଢ଼ିବା ପାଇଁ ଆମାଜନରେ ଅର୍ଡର କରନ୍ତୁ। କିଣିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ 〉 ସହରଟା ବେଳେବେଳେ ମଉଳିଲା ପରି…

୧୭ତମ ଲୋକସଭା ଅଧିବେଶନ : ଓଡ଼ିଆ ସାଂସଦ…

ନୂଆଦିଲ୍ଲୀ: ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ମଧ୍ୟବର୍ତ୍ତୀକାଳୀନ ବାଚସ୍ପତି ଭାବେ ଶପଥ ନେଇଥିବା ବୀରେନ୍ଦ୍ର କୁମାର ସମସ୍ତ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରଥମେ ସାଂସଦ ଭାବେ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥଙ୍କ ଶପଥ ପାଠ ପରେ ପରେ…

କାମସାରି ରାତିରେ ଏକୁଟିଆ ଫେରୁଥିବା ବେଳେ…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ରୟାଲ ପଡିଆଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଯୁବତୀକୁ ନିଛାଟିଆ ଜାଗାରେ ଏକୁଟିଆ ପାଇ ତିନିଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ରାସ୍ତା ଅନ୍ଧାର ହୋଇଥିବାରୁ…

ହାତୀ ନେଲା ଜୀବନ

ବାରିପଦା : ମୟୂରଭଞ୍ଜ ଜିଲାସ୍ଥିତ ବାରିପଦାର ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରବିଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ଡ଼ାଙ୍ଗରବିଲା ଅଞ୍ଚଳର ଅଞ୍ଚଳର ଜଣେ ବ୍ୟକ୍ତି ଆଜି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁସାରେ, ସକାଳ ସମୟରେ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଯାଇଥିଲେ। ଠିକ…

ବଜ୍ରପାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବଡ଼ଦେଇ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିଷମ ନାୟକ ଓ ମହେନ୍ଦ୍ର ଭତ୍ରା।ବିଷମ ବଡ଼ଦେଇ ଗାଁର ହୋଇଥିବା ବେଳେ ମହେନ୍ଦ୍ର ବକଢ଼ାବେଡ଼ା ଗାଁର। ମଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଡ଼ଦେଇ ଗାଁରେ ବର୍ଷା…

‘ସାହୋ’ର ଟିଜର ଦେଖି ପ୍ରଭାସଙ୍କ ଫ୍ୟାନ୍…

ମୁମ୍ବାଇ :  ପୁରା ଭାରତବର୍ଷରେ ବାହୁବଳୀ ନାମରେ ଜଣାଯାଉଥିବା ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ଟିଜର ଇତି ମଧ୍ୟରେ ମୁକ୍ତିଲାଭ କରିଛି । ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରଭାସ, ଶ୍ରଦ୍ଧା କପୁର ଓ ନିଲ ନିତିନ ମୁକେଶକୁ…