Odisha Link
Bridging the Missing Links in Odisha
Daily Archives

June 21, 2019

ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ବିଦ୍ୟାଳୟ

ଭୁବନେଶ୍ବର : ‌‌ଖରା ଦିନ ଛୁଟି ପରେ ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ବିଦ୍ୟାଳୟ । ଲମ୍ବା ଛୁଟି ପରେ ପ୍ରଥମ ଦିନରେ ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଆଗ୍ରହ । ପ୍ରଥମେ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲା । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ବିଦ୍ୟାଳୟ ଗୁଡିକୁ…

ଯୋଗମୁଦ୍ରାରେ ସାରା ଦେଶ

ନୂଆଦିଲ୍ଲୀ: ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଫୂର୍ତ୍ତି ରଖେ। ବିଭିନ୍ନ ରୋଗ ସହିତ ଲଢ଼ିବାକୁ ଶକ୍ତି ଯୋଗାଏ। ମଣିଷର ସୃଜନଶୀଳତାର ବିକାଶରେ ସହାୟକ ହୋଇଥାଏ। ସମସ୍ତଙ୍କ ପାଇଁ ଯୋଗ ଏବଂ ଯୋଗ ପାଇଁ ସମସ୍ତେ। ଏହି ବାର୍ତ୍ତା ନେଇ ବିଶ୍ଵବ୍ୟାପୀ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ଆଜି ଏହି…

ଆଜି ଅପରାହ୍ନରେ ପ୍ରକାଶ ପାଇବ +୨ କଳା,…

ଭୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ ଖୋଲାଯାଇଛି। www.orissaresults.nic.in ଏବଂ  www.chseodisha.nic.in  ମାଧ୍ୟମରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । କଳାରେ…