Odisha Link
Bridging the Missing Links in Odisha
Daily Archives

June 21, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ…

ନୂଆଦିଲ୍ଲୀ: ଆଜି ଭାରତ ସହିତ ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଞ୍ଚିଠାରେ ୩୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସହ ମିଶି ଯୋଗ କରିଥିଲେ। କିନ୍ତୁ ଏବେ ଏକ ଚମକାଇଦେଲା ଭଳି କଥା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ…

ସହିଦଙ୍କ ମରଶରୀରରେ ବିଜେଡି ପତାକା ମାମଲା

ଭୁବନେଶ୍ୱର : ପୁଲୱାମାଠାରେ ଆଇଡ଼ି ବିସ୍ଫୋରଣରେ ଓଡ଼ିଆ ଯବାନ ଅଜିତ ସାହୁ ସହିଦ ହୋଇ ଯାଇଛନ୍ତି । କାଲି ତାଙ୍କ ଶେଷକୃତ୍ୟ ସରିଛି । ହେଲେ ତାଙ୍କ ମରଶରୀର ଉପରେ ବିଜେଡ଼ି ପତାକା ଢ଼ାଙ୍କିବା ଘଟଣାକୁ ନିନ୍ଦା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ…

ବିଶ୍ବ ଯୋଗ ଦିବସ: ସରିଲା ଯୋଗ, ଆସନ…

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ପାଳନ କରୁଛି ଯୋଗ ଦିବସ। ଏହି ଅବସରରେ ହରିଆଣାର ରୋହତକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ।…

ଶିଶୁର ମୃତଦେହ ହସପିଟାଲ୍‌ରେ ଝୁଣି ଖାଇଲା…

ବଲାଙ୍ଗିର : ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ପରିସରରୁ ଏକ ଶିଶୁର ମୃତଦେହକୁ ଆଣି ରାସ୍ତା ଉପରେ ଗୋଟିଏ କୁକୁର ଝୁଣି ଖାଉଥିବା ଆଜି ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି କୁକୁର ମୁହଁରୁ ମୃତଦେହଟିକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ ଆଉ କିଛି କୁକୁର ପହଞ୍ଚି…

ସମୁଦ୍ରରୁ ଧରାହେଲା ୧୦ ବିରଳ ମାଛ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନିପାଳ ମାଛ ଧରା କେନ୍ଦ୍ରର ମତ୍ସ୍ୟଜୀବୀ ଗୁରୁବାର ୧୦ଟି ବିରଳ ତେଲିଆ ଶିଳା ମାଛ ଧରିଛନ୍ତି। ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ ରହୁଥିବା ବେଳେ ଏହାର ବଜାର ଦର ମଧ୍ୟ ବହୁ ଉଚ୍ଚା। କିଲୋ ପ୍ରତି ୬ ହଜାରରୁ ଉର୍ଦ୍ଧ ଟଙ୍କାରେ ଏହି ମାଛ ବିକ୍ରି ହେଉଥିବା…

ଏଏନ୍‌-୩୨ ବିମାନ ଦୁର୍ଘଟଣା: ୧୩…

ନୂଆଦିଲ୍ଲୀ: ଆଜି ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଯବାନମାନଙ୍କୁ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗତକାଲି ଅରୁଣାଚଳ ପ୍ରଦେଶରୁ ଭାରତୀୟ ବାୟୁସେନାର ଏହି ୧୩ ଜଣ କର୍ମଚାରୀଙ୍କର ଦେହାବଶେଷ ଉଦ୍ଧାର କରାଯାଇଥିଲା। ଶେଷକୃତ୍ୟ ପାଇଁ ଏବେ…

ଭିନ୍ନ ଢଙ୍ଗରେ ଯୋଗ ଦିବସ ପାଳନ କଲେ ଯବାନ

ନୂଆଦିଲ୍ଲୀ: ଆଜି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସମଗ୍ର ବିଶ୍ୱ ପାଳନ କରୁଛି ବିଶ୍ବ ଯୋଗ ଦିବସ। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ…

ଆଜି ଓଡିଶା ଛୁଇଁବ ମୌସୁମୀ, ରାଜ୍ୟର…

ଭୁବନେଶ୍ବର : ଆଜି ଦକ୍ଷିଣ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଆସନ୍ତା ୧୨ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।…

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି…

ରାଜନଗର : ଆଜି ୬ଘଣ୍ଟିଆ ରାଜନଗର ବନ୍ଦ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦୁର୍ବୃତ୍ତ ଭାଙ୍ଗିବା ଘଟଣାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଗତ ୧୯…

ଆଜି ‘ଫନି’ କ୍ଷତିଗ୍ରସ୍ତ ଅଞ୍ଚଳ…

ଭୁବନେଶ୍ବର : ବାତ୍ୟା ଫନି କ୍ଷୟକ୍ଷତିର ଆକଳନ କରିବା ପାଇଁ ପୁଣି ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଏହି ଟିମ୍ ର ଅନ୍ୟ ସଦସ୍ୟମାନେ ହେଲେ ଅଜୟ କୁମାର, ବିବେକ ଗୋଏଲ, ଏସ୍.ଏସ୍.ମୋଦି ଏବଂ ବୀରେନ୍ଦ୍ର…