Odisha Link
Bridging the Missing Links in Odisha
Daily Archives

June 21, 2019

ଶହୀଦଙ୍କ ମରଶରୀରରେ ଦଳୀୟ ପତାକା ଢଙ୍କା…

ଭୁବନେଶ୍ୱର: ଶହୀଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏଥିପାଇଁ ଦଳ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହିତ ନବୀନ ନିଜେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ଆଜି ଭୁବନେଶ୍ୱର…

ଏନ୍‌ସେଫାଲାଇଟିସ୍‌ ରୋଗରେ ୧୫୮ ଜଣ ଶିଶୁ…

ମୁଜାଫରପୁର: ଏନ୍‌ସେଫାଲାଇଟିସ୍‌ ରୋଗ ପାଇଁ ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ସରକାର କୌଣସି ସମାଧାନର ବାଟ ବାହାର କରିପାରୁ ନଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮ରେ ପହଞ୍ଚିଲାଣି। ଜୁନ ମାସ ଆରମ୍ଭରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଚାହୁଁ ଚାହୁଁ ୧୫୮…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ…

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳା ପରୀକ୍ଷାରେ ପାଶ ହାର ୬୫.୮୯% ଥିବାବେଳେ ବାଣିଜ୍ୟରେ ପାଶ ହାର ୭୦.୨୬% ରହିଛି । ଚଳିତ ବର୍ଷ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ୧ ଲକ୍ଷ ୫୨ ହଜାର…

ଦୋଳି ଖେଳ ହେଲା କାଳ ଚାଲିଗଲା ଛୋଟ ଝିଅର…

ନୟାଗଡ : ଦୋଳି ଖେଳିବା ସମୟରେ ଅଘଟଣ ଘଟି ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଟାଉନ ଥାନା ଅନ୍ତର୍ଗତ ହାଟପଦା ଗାଁ ନିକଟରେ ଥିବା ବସ୍ତିରେ ଏହି ଦୁଃଖଦ ଘଟଣା ଘଟିଛି । ଆଜି ନାବାଳିକା ଜଣଙ୍କ ଦୋଳି ଖେଳୁଥିବା ବେଳେ ବେକର ଦୌଡି ଗୁଡାଇ ହୋଇ ଯାଇଥିଲା । ଫଳରେ ଅଣନିଃଶ୍ବାସୀ ହୋଇ ଘଟଣାସ୍ଥଳରେ…

୧୭ତମ ଲୋକସଭା: ତିନ୍‌ ତଲାକ ବିଲକୁ ବିରୋଧ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ତିନ୍ ତଲାକ ବିଲକୁ ଆଗତ କରିଛନ୍ତି| ଏହି ବିଲ୍‌ ଦ୍ବାରା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି| ଏହା ସହ…

ରିଲିଜ୍‌ ହେଲା କବୀର୍‌ ସିଂହ

ମୁମ୍ବାଇ : ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି । ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍‌ ହେବା ଦିନ ହିଁ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିଲେ । ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି…

ବଜ୍ରପାତ ନେଲା ମା’ପୁଅଙ୍କ ଜୀବନ

ଅନୁଗୋଳ : ଅନୁଗୋଳ ଥାନା ରନ୍ତଲେଇ ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ହୋଇଛି।ମୃତ ମହିଳା ହେଲେ ଭଇନା ବାଲାନାଥ । ତାଙ୍କ ପୁଅ ନାଁ ନନ୍ଦୁ ବାଲାନାଥ । ସେମାନଙ୍କ ଘର ମହାରାଷ୍ଟ୍ରର ନାଗପୁରର ଉଦାଶା ମାନ୍ଧିନଗରରେ ବୋଲି ଜଣାପଡ଼ିଛି।ଏନେଇ ଅନୁଗୋଳ ଥାନାରେ…

୩୫ ତମ ଜିଏସ୍‌ଟି ବୈଠକ ଆଜି, ନିଆଯାଇପାରେ…

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲର ୩୫ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ|ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-ୱେ ବିଲ ବ୍ୟବସ୍ଥା। ଏହା…

୭ଫୁଟର କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର : ୭ଫୁଟ ଲମ୍ବର ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । କ୍ରାଇମବ୍ରଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଦେବଗଡର ବାରକୋଟରୁ ଏହି ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫଙ୍କ ମଧ୍ୟରେ ୨ଜଣ ଜେଲ ବିଭାଗୀୟ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି ।…

ଓଡିଶାକୁ ଛୁଇଁଲା ମୌସୁମୀ, ୭୨ ଘଣ୍ଟା…

ଭୁବନେଶ୍ବର : ସାରା ଓଡିଶାକୁ ଛୁଇଁଲା ମୌସୁମୀ ବାୟୁ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାର ସବୁ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ,…