Odisha Link
Bridging the Missing Links in Odisha
Daily Archives

June 21, 2019

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ…

ଭୁବନେଶ୍ୱର: ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୧୬ରେ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା…

ପଦ୍ମ ଶଙ୍ଖ ଭାଇ ଭାଇ, ବିଜେପି ରାଜ୍ୟସଭା…

ଭୁବନେଶ୍ୱର: କଥାରେ ଅଛି ଲୁଚିଛି ନାଁ ଗୋଡ଼ ଦିଟା ଦିଶୁଛି। ଠିକ୍‌ ସେହିପରି ବିଜେଡ଼ି ଆଉ ବିଜେପିର ଭାଇ ଭାଇ ପ୍ରେମ ଯେତେ ଲୁଚେଇଲେ ବି ଲୁଚୁନି। ଆଜି ଖୋଦ ବିଜେଡ଼ି ସୁପ୍ରିମୋ ପଦ୍ମ-ଶଙ୍ଖ ଭିତରେ ଥିବା ଭାଇ ଭାଇର ଭିତିରି ପ୍ରେମକୁ ପଦାରେ ପକାଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ପାଇଁ ବିଜେଡ଼ି…

ରାଜ୍ୟସଭା ଉପନିର୍ବାଚନ: ବିଜେଡ଼ିରୁ ଅମର ଓ…

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ। ଘୋଷଣା କରିଥିବା ୩ଟି ନାମ ମଧ୍ୟରୁ ୨ଟି ଆସନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର…

ଅମିତ ଓ ବ୍ରଜଭୂଷଣ ପାଇବେ ୨୦୧୮ OSJA…

ଭୁବନେଶ୍ବର: ଅର୍ନ୍ତଜାତୀୟ ହକି ଖେଳାଳି ଅମିତ ରୋହିତ ଦାସ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA)ପକ୍ଷରୁ ୨୦୧୮ ବର୍ଷ ପାଇଁ ସ୍ପୋର୍ଟସ୍‌ ପରସନ ଆଓ୍ବାଡ଼ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇଥିବା ବକ୍ଦିଂ କୋଚ ବ୍ରଜ ଭୂଷଣ ମହାନ୍ତିଙ୍କୁ ୨୦୧୮ ବର୍ଷ ଲାଇଫଟାଇମ୍‌…

କଳାରେ ୨ଟି ଓ ବାଣିଜ୍ୟରେ ୪ଟି କଲେଜର…

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା…

୨୩ରେ ବସିବ ରାଜ୍ୟ ବିଜେପିର ବିଧାୟକ ଦଳ…

ଭୁବନେଶ୍ବର : ଆସନ୍ତା ୨୩ରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ବିଧାୟକ ଦଳର ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସରୋଜ ପାଣ୍ଡେ ବୈଠକରେ ଉପସ୍ଥିତ ରହିବେ ବୋଲି ଦଳୀୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଜୁନ୍ ୨୫ରୁ ବିଧାନସଭାର ବଜେଟ୍…

ଅନ୍ତର୍ଜାତୀୟ ଯୋଗ ଦିବସ: ନିଆରା ଶୈଳୀରେ…

ନୂଆଦିଲ୍ଲୀ: ଆଜି ଭାରତ ସମେତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚେନ୍ନାଇରେ ମଧ୍ୟ ଯୋଗ ଦିବସ ପଳାନ କରାଯାଇଛି। ଏହି ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଶୈଳୀରେ ଯୋଗ କରି ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା…

ସାପ କାମୁଡାରେ ଚାଲିଗଲା ମା’ ଓ ଝିଅଙ୍କ…

ନବରଙ୍ଗପୁର : ପାପଡାହାଣ୍ଡି ବ୍ଳକ୍ କାନାରିଚୁଆଁ ଗାଁରେ ସାପ କାମୁଡାରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁବାର ରାତିରେ ସେମାନେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିଥିଲା । ଏହା ଜଣାପଡିଲା ପରେ ପରିବାର ଲୋକ ଶୁକ୍ରବାର ସକାଳେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

୧୦୨ ଅଧିକାରୀଙ୍କୁ ନିଯୁକ୍ତି ଦେଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ର କୃତି ପ୍ରତିଯୋଗୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି|ଏକ ସ୍ବତନ୍ତ୍ର କାରଯ୍ୟକ୍ରମ ଜୟଦେବ ଭବନଠାରେ ଆୟୋଜିତ ହୋଇଛି। ଲହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦୨ ଜଣ ନବ ନିଯୁକ୍ତ…

୯୦ଟି ସ୍କୁଲ ବନ୍ଦ କରିବା ପାଇଁ ଡିଇଓଙ୍କ…

 କୋରାପୁଟ : କୋରାପୁଟ ଜିଲାର ୯୦ଟି ସ୍କୁଲ ବନ୍ଦ କରିବା ପାଇଁ ଡିଇଓ ନିର୍ଦେଶ ଦେଇଛନ୍ତି । ୧୦ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସେହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପଢାଇବାକୁ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଗାଇଡ୍…