Odisha Link
Bridging the Missing Links in Odisha
Daily Archives

June 22, 2019

ବିଜେଡ଼ି ରାଷ୍ଟ୍ରପତିଙ୍କ ଅଭିଭାଷଣର…

ନୂଆଦିଲ୍ଲୀ : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜୁ ଜନତା ଦଳ ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ…

୩ ମେଡିକାଲ କଲେଜରେ ବଢ଼ିଲା ଏମ୍ବିବିଏସ୍…

ଭୁବନେଶ୍ବର : ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍‌ ବୃଦ୍ଧିକୁ ପାଇଛି । ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଆର୍ଥିକ ‌କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ…

ଆଜି ଶ୍ରୀଜିଉଙ୍କ ଦେହରେ ଲାଗି ହେବ…

ପୁରୀ : ସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛିମାତ୍ରାରେ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ…