Odisha Link
Bridging the Missing Links in Odisha
Daily Archives

June 22, 2019

ବିଜେପି-ବିଜେଡ଼ି ସମ୍ପର୍କରେ ମୁଁ ଖୁସି,…

ଭୁବନେଶ୍ବର: କଥାରେ ଅଛି ମିଆଁ ବିବି ତୋ ରାଜି ହମ କିଆ କରେଗା କାଜି। ଠିକ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଦାମ। ନବୀନଙ୍କ ଆପଣ ମାନେ ଖୁସି ତ…

ଫନି ବାତ୍ୟାରେ ନଷ୍ଟ ହୋଇଥବା ସବୁଜିମାକୁ…

ଭୁବନେଶ୍ୱର : ରାଜ୍ୟର କିନ୍ନର ସମାଜ ବାତ୍ୟା ଫନିରେ କ୍ଷୟକ୍ଷତି ହୋଇଯାଇଥିବା ସବୁଜିମାକୁ ପୁନଃ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରର କିନ୍ନରମାନେ ଦେବୀ ମା’ଙ୍କ ପୂଜା କରିବା ପରେ ବୃକ୍ଷରୋପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଫନି ବାତ୍ୟାରେ ଲକ୍ଷାଧିକ ଗଛ ଉପୁଡ଼ି ନଷ୍ଟ…

ମୁଗାମ୍ବୋଙ୍କ ୮୭ ତମ ଜନ୍ମଦିବସରେ…

ନୂଆଦିଲ୍ଲୀ: ଆଜି ପ୍ରସିଦ୍ଧ ଭାରତୀୟ ସିନେ ତାରକା ଅମରେଶ ପୁରିଙ୍କ ୮୭ ତମ ଜନ୍ମଦିବସ ଅବସରରେ ଗୁଗୁଲ ଡୁଡ଼ୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଗୁଗୁଲ ନିଜ ହୋମପେଜରେ ଭେଟେରାନ କଳାକାର ଅମରେଶ ପୁରିଙ୍କ ଫଟୋ ସ୍ଥାନ ଦେଇଛି। ଅମରେଶ ୧୯୩୨ ମସିହାରେ ଜୁନ୍‌ ୨୨ରେ ପଞ୍ଜାବ ସହରରେ ଜନ୍ମଗ୍ରହଣ କରିଥିଲେ। ୩୯…

ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି । ବିଜେପି ରାଜ୍ୟ ସାଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି । ବିଜେପି ଅଶ୍ବିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛି।…

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା…

ଭୁବନେଶ୍ୱର : ଓଡିଶାକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ମାଡିଆସି ବହୁ ଧନ ଜୀବନ ନଷ୍ଟ କରି ଦେଉଛି। ଏହାର ମୁକାବିଲା କରିବା ପାଇଁ ରାଜ୍ୟସ୍ତରୀୟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଜାରି ହୋଇଛି । ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ…

ପୋଲିସ କର୍ମଚାରୀଙ୍କ ଘରେ କଳାକନା…

ବ୍ରହ୍ମପୁର : ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବ୍ରହ୍ମପୁର ଅନନ୍ତ ନଗରରେ । ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ସୁନା ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବ୍ରହ୍ମପୁର ଅନନ୍ତ ନଗରରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ କେହି…

କ୍ରିକେଟ ବିଶ୍ବକପ୍‌ ୨୦୧୯:…

ସାଉଥାମ୍ପଟନ୍: କ୍ରକେଟ ମହାକୁମ୍ଭ ୨୦୧୯ର ୨୮ତମ ମ୍ୟାଚ୍‌ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ସାଉଥଟମ୍ପନ ରୋଜ୍‌ ବୋଲ୍‌ରେ ଏହି ମ୍ୟାଚ ଖେଳାଯିବ। ବିଜୟର ଧାରାକୁ ବଜାୟ ରଖିବା ଲକ୍ଷ୍ୟ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ବିଶ୍ୱକପ ଅଭିଯାନରେ ଭାରତ ତାର ପଞ୍ଚମ ମ୍ୟାଚରେ ଅନଭିଜ୍ଞ…

୨୨ଟି ଜିଲ୍ଲାକୁ ଘଡଘଡି ସହ ପ୍ରବଳ ବର୍ଷାର…

ଭୁବନେଶ୍ୱର : ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଦିନ ୧୨ଟା ୧୫ଯାଏ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ…

ନବଜାତ କନ୍ୟାକୁ ନେଇ ମେଡିକାଲରୁ…

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଖମାରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ମେଡିକାଲରୁ ଫେରୁଥିବା ଜଣେ ମହିଳା ଏବଂ ତାଙ୍କର ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଅଟୋରେ…

ଫନି କ୍ଷୟକ୍ଷତି ହୋଇଥିବା କାମକୁ…

ଭୁବନେଶ୍ବର : ବାତ୍ୟା ଫନି କ୍ଷୟକ୍ଷତି ପୁନରୁଦ୍ଧାର ସମୀକ୍ଷା ନେଇ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ ପିପିଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ଟିମ୍ ସଚିବାଳୟରେ ଶକ୍ତି ମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ମୁଖ୍ୟ ଶାସନ ସଚିବ…