Odisha Link
Bridging the Missing Links in Odisha
Daily Archives

June 23, 2019

ବିଜେଡ଼ି ସହ ଗୁପ୍ତ ନୁହେଁ, ଖୋଲା ବୁଝାମଣା…

ଭୁବନେଶ୍ବର: ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି କଣ ପାଇଁ ସମର୍ଥନ କରୁଛି ଉଭୟ ବିଜେଡ଼ି ଓ ବିଜେପି କର୍ମୀ ମଧ୍ୟ ରହସ୍ୟ ଘେରରେ ଅଛନ୍ତି। ଏହି ସମୟରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଲେ…

ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ @୫୦

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ରେ ଭାରତ ଗତକାଲି ତାର ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆଫ୍‌ଗାନିସ୍ତାନକୁ ୧୧ରନ୍‌ରେ ହରାଇଛି। ଗତକାଲି ଆଫ୍‌ଗାନିସ୍ତାନକୁ ପରାସ୍ତ କରିବା ସହିତ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ରେ ତାର ୫୦ତମ ବିଜୟ ହାସଲ କରିଥିଲା।…

ଜେଏସ୍‌ପିଏଲ୍‌ ମୁଖ୍ୟମନ୍ତ୍ରୀ ରିଲିଫ୍…

ଭୂବନେଶ୍ୱର : ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌)। ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…