Odisha Link
Bridging the Missing Links in Odisha

ଖୋର୍ଦ୍ଧାରୁ ଜବତ ହେଲା ୭୦ଗ୍ରାମ ବ୍ରାଉନସୁଗାର

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଗୁରୁଜଙ୍ଗ ଦେୱାନ ସାହିରେ ଅବକାରୀ ବିଭାଗର ଚଢାଉ କରିଛି । ୧୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମଠସାହିର ଛବୀନ୍ଦ୍ର ପ୍ରଧାନ ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି।

Comments are closed.