Odisha Link
Bridging the Missing Links in Odisha

ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର : ବିଧାନସଭାର ଉପ ବାଚସ୍ପତି ହେଲେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ସର୍ବ ସମ୍ମତି କ୍ରମେ ଉପ-ବାଚସ୍ପତି ଭାବେ ରଜନୀକାନ୍ତ ସିଂହ ନିର୍ବାଚିତ ହୋଇଛନ୍ତି । ରଜନୀକାନ୍ତଙ୍କୁ ନିର୍ବାଚିତ କରିବାକୁ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Comments are closed.