Odisha Link
Bridging the Missing Links in Odisha
Monthly Archives

June 2019

ଅଧ୍ୟାପକଙ୍କୁ ତାଗିଦ, ୭ ଘଣ୍ଟା କାର୍ଯ୍ୟ…

ଭୁବନେଶ୍ବର: କଲେଜରୁ ଶୀଘ୍ର ଯାଇ ପାରିବେ ନାହିଁ ଅଧ୍ୟାପକ। ଏଣିକି ୫ ଘଣ୍ଟା ନୁହଁ ୭ ଘଣ୍ଟା କଲେଜରେ ରହିବେ ଅଧ୍ୟାପକ। ଏପରି ନିୟମ ଖୁବଶୀଘ୍ର କାର୍ଯ୍ୟକାରି ହେବାକୁ ଯାଉଛି। ଏନେଇ ମଧ୍ୟ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗରୁ ବିଧିବଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ…

ଟିମ୍‌ ଇଣ୍ଡିଆର ନୂଆ ଜର୍ସିକୁ ନେଇ…

ନୂଆଦିଳ୍ଲୀ: ଆସନ୍ତାକାଲି ବିଶ୍ବକପରେ ପ୍ରଥମ ଥର ପାଇଁ ନୂଆ ପୋଷାକ ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ପ୍ରଥମ ଥର ପାଇଁ ଅରେଞ୍ଜ ଜର୍ସିରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଟିମ୍‌ ଇଣ୍ଡିଆ। ଆଉ ଏହା ପୂର୍ବରୁ ଜାରି ହୋଇସାରିଛି ଟିମ୍ ଇଣ୍ଡିଆର ନୂଆ ଜର୍ସି । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ…

ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ…

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଛି । ରଥ ନିର୍ମାଣ କାମରେ ତତ୍ପରତା ଦେଖାଇଛନ୍ତି ମହାରଣା ସେବାୟତ। ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି। ତିନି ରଥ ପାଇଁ ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ। ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ମଧ୍ୟ ଶେଷ ହୋଇଛି। ଅଁଳା, ପୋଟଳ,…

କଳିଙ୍ଗନଗରକୁ ମଳିଲା ନ୍ୟାଶ୍‌ନାଲ୍‌…

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକଚରିଂ ଜୋନ୍‌ ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ସଡ଼କ ପଥ, ରେଳ ପଥ ଏବଂ ଜଳପଥ ସୁବିଧା ଥିବାରୁ ଏଭଳି…

ଏଥର ଲାଗୁହେବ ପାସ୍-ଫେଲ୍ ବ୍ୟବସ୍ଥା

ଭୁବନେଶ୍ବର : ଶିକ୍ଷା ନୀତିରେ ଆସିବ ସଂସ୍କାର । ଏଣିକି ଲାଗୁ ହେବ ପାସ୍-ଫେଲ୍ ନିୟମ । ପଞ୍ଚମ ଶ୍ରେଣୀରେ ଫେଲ୍ ହେଲେ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ପଢିପାରିବେ । ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପଞ୍ଚମ ଶ୍ରେଣୀର ପରୀକ୍ଷା ଦେବାକୁ ପଡିବ। ଶିକ୍ଷାର ମାନ ବୃଦ୍ଧି ନେଇ ଶିକ୍ଷା ବିଭାଗ ଏଭଳି…

୫ ପଣବନ୍ଦୀ ଭାରତୀୟ ନାବିକ ଉଦ୍ଧାର, ଜଣେ…

ଭୁବନେଶ୍ୱର: ନାଇଜେରିଆରେ ପଣବନ୍ଦୀ ଥିବା ୫ ଭାରତୀୟ ନାବିକଙ୍କୁ ଉଦ୍ଧାର କରାଯାଇଛି। ସେ ମଧ୍ୟରେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।…

୫ ଜୁଲାଇ ରୁ ରାଜ୍ୟର ୧୦ ଖଣି ନିଲାମ

ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ…

ସରକାରୀ ବାସଭବନ ଛାଡ଼ିଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ୮, ସଫଦରଗଞ୍ଜ ଲେନ୍‌ସ୍ଥିତ ସରକାରୀ ବାସଭବନରୁ ବିଦାୟ ନେଲେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଏନେଇ ସୁଷମା ଟ୍ବିଟ୍‌ ଯୋଗେ କହିଛନ୍ତି। ଏଥି ସହିତ ପୁରୁଣା ଠିକଣା କିମ୍ବା ଫୋନ୍‌ ନମ୍ବରରେ ଆଉ ତାଙ୍କୁ ଯୋଗାଯୋଗ କରି ହେବ ନାହିଁ ବୋଲି ଟ୍ବିଟରରେ…

ଗାଁକୁ ବି ସହର ଭଳି ସୁବିଧା ଯୋଗାଇ ଦବା…

ଭୁବନେଶ୍ବର : ଆଲୁଅ,ପାଣି ଓ ପବନର ଜାତି ନାହିଁ। କିନ୍ତୁ ଏବେ ଜାତିଭେଦ ଆରମ୍ଭ ହୋଇଗଲାଣି । କେଉଠିଁ ଲୋକେ ତିନି ଫେଜ ଲାଇନ ପାଇଛନ୍ତି, ଏସି କମ୍ପ୍ୟୁଟର ଚାଲିଛି। ଆଉ କେଉଁଠାରେ ୧୨୦ ପାଓ୍ବାର ବଲବ, ୬୦ ପାଓ୍ବାର ଭଳି ଜଳୁଛି। ବାବୁଙ୍କ ଘରେ କୁକୁର ଗାଧେଇବା ପାଇଁ ପାଇପରେ କାହିଁକି କେତେ ପାଣି ସରୁଛି।…

ଓଡ଼ିଆ ପୁଅ ହେଲେ ତାମିଲନାଡ଼ୁର ପୁଲିସ୍‌…

ଚେନ୍ନାଇ: ଅନ୍ୟ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଓଡ଼ିଆ ପୁଅ। ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍‌ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି…