Odisha Link
Bridging the Missing Links in Odisha
Daily Archives

July 6, 2019

ମଦୁଆଙ୍କୁ ସାବାଡ କରିବ ‘ମଦୁଆ ଧରା ଗାଡ଼ି’

 ଦେବଗଡ଼ : ଏବେ ଆଉ ମଦୁଆ ମାନଙ୍କର ଉତପାତ୍ ଦେଖିବାକୁ ମଳିବ ନାହିଁ। କାରଣ ମଦୁଆଙ୍କୁ ଧରିବା ପାଇଁ ଦେବଗଡ଼ ପୁଲିସ ଆରମ୍ଭ କରିଛି ଅଭିନବ ପ୍ରୟାସ । ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। ଏହି କଥାଟି ଶୁଣି ଆପଣଙ୍କୁ ବିଶ୍ବାସ ହେଉ ନଥିବ ହେଲେ ଏହା ପୁରା ସତ୍ୟ। ଏପରି…

ଆଜିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା…

ଭୁବନେଶ୍ବର: ଆଜିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୩ଟାରେ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ…

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍

କେନ୍ଦୁଝର : ମରଣ ଯନ୍ତା ପାଲଟିଛି କେନ୍ଦୁଝରର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ । କେନ୍ଦୁଝରରେ ଟ୍ରକକୁ ପିଟିଲା ଟ୍ରକ । ଟ୍ରକ୍ ରେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ୨୦ ନମ୍ବର ଜାତୀୟ ରାଜପଥର ବାଲିଆଗୁଡା ସ୍ଥିତ ଏସ୍ଆର ପଟ୍ରୋଲ ପମ୍ପ…

ବଢ଼ିଲା +୨ ନାମଲେଖା ଅବଧି

ଭୁବନେଶ୍ୱର: +୨ ନାମଲେଖାର ଅବଧି ବଢ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଆଗରୁ ଜୁଲାଇ ୩ ତାରିଖରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା, ଯାହା ଆଜି ସରୁଥିଲା। ତେବେ ସର୍ଭରଜନିତ ତ୍ରୁଟି…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା

ଭୁବନେଶ୍ବର : ଓଡିଶାରେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଓଡିଶା ପାଇଁ ଅରେଂଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏଥିସହ ଦକ୍ଷିଣ ଛତିଶଗଡରେ ଆଉ ଏକ ଘୂର୍ଣ୍ଣିବଳୟ…