Odisha Link
Bridging the Missing Links in Odisha
Daily Archives

July 6, 2019

ଶୋଇଥିବା ଅବସ୍ଥାରେ ମା’କୁ ଜୀଅନ୍ତା…

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳିଦେଲା ନୃଶଂସ ପୁଅ । ପାରିବାରିକ କଳହକୁ ନେଇ ଏଭଳି ଉନ୍ମତକାଣ୍ଡ ଘଟାଇଛି ପୁଅ । ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ୭୫ବର୍ଷ ବୟସ୍କ ଶଯ୍ୟାଶାୟୀ…

ଫନି କ୍ଷତିଗ୍ରସ୍ତ ଓଡ଼ିଶାକୁ ୯ ଲକ୍ଷ…

ବେଜିଂ: ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା…

ବଜେଟ୍‌ ପରେ ରାଜ୍ୟରେ ବଢ଼ିଲା ପେଟ୍ରୋଲ ଓ…

ଭୁବନେଶ୍ବର : ବଜେଟ ପରେ ମହଙ୍ଗା ମାଡ଼ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସରେ ଅନେକ କିଛି ପରିବର୍ତ୍ତନ ଆଣିଛନ୍ତି । ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀକ ବର୍ଗର ଲୋକମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ…

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ସୋଏବ…

ଲଣ୍ଡନ: ପାକିସ୍ତାନ ଦଳର ବ୍ୟାଟସମ୍ୟାନ୍‌ ସୋଏବ ମଲ୍ଲିକ ଦିନିକିଆ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଏନେଇ ସୋଏବ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଏବ ସାଥି ଖେଳାଳି ଏବଂ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋଏବ। ଚଳିତ ବିଶ୍ବକପରେ…

ଜେଲରୁ ମୁକ୍ତ ହେଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର : ଯନ୍ତ୍ରୀଙ୍କୁ ବସଉଠ ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡ଼ିଜେ କୋର୍ଟ ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଏହା ସହିତ ତଦନ୍ତରେ…

୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା…

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟକ୍ଷ ଏଥର ସମସ୍ତ କାର୍ଯ୍ୟ ଦିବସରେ ସର୍ବନିମ୍ନ ୭ଘଣ୍ଟା ଶିକ୍ଷାନୁଷ୍ଠାନରେ ରହିବେ। ଏଥିସହ ଛାତ୍ରଛାତ୍ରୀଙ୍କର ୭୫% ଉପସ୍ଥାନକୁ କଡାକଡି ଭାବେ ପାଳନ କରାଯିବ। ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା…

ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି…

ପୁରୀ : ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଜଗତର ନାଥ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶୁକ୍ରବାର ରାତିରେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଶନିବାରଠାରୁ ଆଡପ ମଣ୍ଡପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳ ୭ଟାରୁ ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ…

‘୮୩’ ର ଫାଷ୍ଟଲୁକ, ଫଟୋ…

ନୂଆଦିଲ୍ଲୀ: ବଲିଉଡ଼ ଷ୍ଟାର ରଣବୀର ସିଂହ ତାଙ୍କ ଆଗାମୀ ଫିଲ୍ମ ପାଇଁ '୮୩'ର ପ୍ରସ୍ତୁତିରେ ଜୋରଶୋର ଲାଗିଛନ୍ତି। ରଣବୀରଙ୍କ ଅଭିନୀତ ଏହି ଫିଲ୍ମ ୧୯୮୩ ମସିହା କ୍ରିକେଟ ବିଶ୍ବକପ୍‌ ଜିତିଥିବା ଭାରତୀୟ ଦଳ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର ଭାରତୀୟ ଦଳର ପୂର୍ବ ଅଧିନାୟକ କପିଳ ଦେବଙ୍କ ଭୂମିକାରେ…

ଏଥର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ହେବ…

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ବୈଷୟିକ ଶିକ୍ଷାନୁଷ୍ଠାନରେ ୱାଇ-ଫାଇ ବ୍ୟବସ୍ଥା ଉପଲବ୍ଧ ହେବ । ଏଥିସହ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାର ୧୫ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯିବ । ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଓ…

ଆଜିଠାରୁ ଏମବିବିଏସ୍‌ ଓ ବିଡିଏସ୍‌…

ଭୁବନେଶ୍ୱର : ଆଜିଠାରୁ ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ଶହ ୧୯ ସିଟ୍‌ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି।…