Odisha Link
Bridging the Missing Links in Odisha
Daily Archives

July 9, 2019

ଆଜି ୩ ରଥର ହେବ ଦକ୍ଷିଣ ମୋଡ

ପୁରୀ : ଆଜିଠୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତିନିରଥର ଦକ୍ଷିଣ ମୋଡ ହେବ । ସେପଟେ ମହାପ୍ରଭୁ ସାଙ୍ଗରେ ଆଣିନଥିବାରୁ ଅଭିମାନରେ ରଥ ଭାଙ୍ଗିଛନ୍ତି ମା ଲକ୍ଷୀ । ଗତକାଲି ଆଡ଼ପ ମଣ୍ଡପରେ ଦର୍ଶନ ଚାଲିଥିବା ବେଳେ ମନ୍ଦିର ପୋଲିସଙ୍କୁ ସେବାୟତ ମାଡ଼ ମାରିଛନ୍ତି । ଏହାକୁ ନେଇ…

୧୦୭ ବିଧାୟକ ବିଜେପି ପାଖରେ ଅଛନ୍ତି-…

କର୍ଣ୍ଣାଟକ: ଦିନକୁ ଦିନ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି। କେଉଁ ମୁହୁର୍ତ୍ତରେ କଣ ହେବ କେହି କିଛି କହି ପାରୁନାହାନ୍ତି। ଏମଧ୍ୟରେ ଜେଡିଏସ-କଂଗ୍ରେସର ମେଣ୍ଟ ସରକାରକୁ କୌଣସି ବିପଦ ନଥିବା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି। ଅପରପକ୍ଷେ ବିଜେପି ନେତା ତଥା ପୂର୍ବତନ…

୪ ଚୋରଙ୍କୁ ଧରି ଗଛରେ ବାନ୍ଧିଲେ…

କେନ୍ଦ୍ରାପଡା : ସଦର ଥାନା ଅନ୍ତର୍ଗତ ନିଳିକଣା ଗାଁ ଲୋକେ ୪ ଜଣ ଚୋରଙ୍କୁ ଧରି ଗଛରେ ବନ୍ଧି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହି ୪ ଜଣିଆ ଗ୍ୟାଙ୍ଗ ଗତ କିଛି ଦିନ ହେଲା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିଲେ । ଗ୍ରାମରୁ ହେଉଥିବା ଲଗାତାର ଚୋରି ନେଇ ଲୋକେ ପୋଲିସର ଅଭିଯୋଗ କରୁଥିଲେ…

ବାଇକ୍‌-ବସ୍ ମୁହାଁମୁହିଁ: ଚାଲିଗଲା କଲେଜ…

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼…

ରାଜ୍ୟର ପଦ୍ମଶ୍ରୀ ବିଜେତାଙ୍କୁ ମିଳିବ…

ଭୁବନେଶ୍ବର : ‘ପଦ୍ମଶ୍ରୀ’ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ବଙ୍କୁ ଏଥର ଆର୍ଥିକ ସହାୟତା ଯୋଗାଇଦେବେ ରାଜ୍ୟ ସରକାର । ଏ ସମ୍ପର୍କିତ ସଂସ୍କୃତି ବିଭାଗର ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରସ୍ତାବ ଅନୁସାରେ ପଦ୍ମଶ୍ରୀରେ ସମ୍ମାନିତ…

କ୍ରିକେଟ ବିଶ୍ବକପ୍: ପ୍ରଥମ ସେମିରେ ଭାରତ…

ମାଞ୍ଚେଷ୍ଟର୍‌: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ହେଉଛି ପ୍ରଥମ ସେମିଫାଇନାଲ। ଫାଇନାଲ ଟିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ। ଆଜି ମାଞ୍ଚେଷ୍ଟରରେ ମେନ୍‌ ଇନ୍‌ ବ୍ଲୁ ଏବଂ ମେନ୍‌ ଇନ୍‌ ବ୍ଲାକ୍‌ ମଧ୍ୟରେ ଦେଖିବାକୁ ମିଳିବ କଡ୍ଡା ଟକ୍କର। ଅପରାହ୍ନ ୩ଟାରେ ମାଞ୍ଚେଷ୍ଟର୍‌ ଓଲଡ…

ବସ୍‌ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ…

ପୁରୀ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଅଭିଯୋଗ। ଏପରି ଏକ ଲଜ୍ଜା ଖବର ଆସିଛି ପୁରୀରୁ। ଏକ ଲକଜରି ବସ୍‌ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବସ୍‌ର ହେଳପର ବିରୋଧରେ ଏପରି ସଙ୍ଗିନ୍‌ ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡ଼ିତା ନବାଳିକା…