Odisha Link
Bridging the Missing Links in Odisha
Daily Archives

July 9, 2019

ବିଶ୍ବକପ୍ ସେମିଫାଇନାଲ : ନ୍ୟୁଜିଲାଣ୍ଡ…

ମାଞ୍ଚେଷ୍ଟର୍‌: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ହେଉଛି ପ୍ରଥମ ସେମିଫାଇନାଲ। ଏହି ହାଇଭୋଲଟେଜ ମୁକାବିଲାରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଛି। ଫଳରେ ବିରାଟବାହିନୀକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ। ଫାଇନାଲ ଟିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ…

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର : ଉତ୍ତର ପଞ୍ଜାବରୁ ବଙ୍ଗୋପସାଗରେ ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ କମ୍ ରହିଛି । କିନ୍ତୁ ଆଜିଠାରୁ ବର୍ଷାର ପରିମାଣ ବଢିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖାସ କରି…

ପାଟକୁରାରେ ମିଳିତ ପ୍ରାର୍ଥୀ ଦିଅନ୍ତୁ…

ଭୁବନେଶ୍ବର: ପାଟକୁରା ବାସୀ ତଥା ଓଡିଶା ବାସୀଙ୍କୁ ଉଭୟ ବିଜେଡି-ବିଜେପି ଦୁଇଦଳ କାହିଁକି ଠକୁଛନ୍ତି?  ଉଭୟ ଦଳ ମିଶି ଜଣକୁ କାହାକୁ ଏହି ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟ ଜଣଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥି ସହିତ…

ଆଉ ବାଇକ୍‌ରେ ଲାଗିପାରିବ ନାହିଁ ଉଚ୍ଚ…

ବାଲେଶ୍ୱର : ଆପଣ ବାଇକ୍‌ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ କଡ଼ାକଡ଼ି ନିୟମ କରିଛି। ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ…

ଟିମ୍‌ ଇଣ୍ଡିଆର ବିଜୟ ମନାସି…

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ। ଆଜିର ହାଇଭୋଲଟେଜ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ବିଶ୍ବକପ୍‌ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ କଡ଼ା ଟକ୍କର। ତେବେ ସେମିଫାଇନାଲ ମ୍ୟାଚକୁ ନେଇ କ୍ରିକେଟପ୍ରେମୀ ମାନେ ଉତ୍ସାହିତ ଥିବା ଦେଖାଦେଇଛି। ଆଜିର…

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ସମ୍ୱଲପୁର : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ତେବେ ଲଗାଣ ବର୍ଷା ପାଇଁ ଏବେ ଜଳସ୍ତର ୬୦୦.୫୪ ଫୁଟ୍ ଉପରେ ରହିଥିବା ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକଙ୍କ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ବର୍ଷା…

ସାଇକ୍ଲୋନ୍ ଫନି-୨୦୧୯ ଡକ୍ୟୁମେଣ୍ଟାରୀ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ସଚିବାଳୟରେ ବାତ୍ୟା ‘ଫନି' ସମ୍ବନ୍ଧିୟ ଏକ ଡକ୍ୟୁମେଣ୍ଟାରୀ ଉନ୍ମୋଚିତ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ପ୍ରାମାଣିକ ଚିତ୍ରରେ ‘ଫନି’ର ଡକ୍ୟୁମେଣ୍ଟାରୀ ଉନ୍ମୋଚିତ କରିଥିଲେ । ଏହି ଡକ୍ୟୁମେଣ୍ଟାରୀର…

କାର୍ଯ୍ୟକାରୀ ହେଲା-ସାକ୍ଷୀ ସୁରକ୍ଷା…

ଭୁବନେଶ୍ୱର : ସାକ୍ଷୀ ଦେଉଥିବା ବ୍ୟକ୍ତି ମାନେ ଆଉ ଭୟ କରିବେ ନାହିଁ। ଏଥର ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ।…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ବଜେଟ ପରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପାଇଥିଲା। କିନ୍ତୁ ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହା ପୂର୍ବରୁ ସୋମବାର କେବଳ ଡିଜେଲ ଦରରେ ହ୍ରାସ ଘଟିଥିଲା। ଏବେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା କମିଛି। ସେହିପରି ଡିଜେଲ ମଧ୍ୟ ୧୦ ପଇସା ଶସ୍ତା ହୋଇଛି। ଜୁଲାଇ…

ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ…

ନବରଙ୍ଗପୁର : ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ଗରମ ଗୋବର ପାଣିରେ ୩ ଜଣଙ୍କର ହାତ ଜବରଦସ୍ତି ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣଙ୍କର ହାତ ପୋଡ଼ି ଯାଇଛି । ନବରଙ୍ଗପୁର ଥାନା ନୂଆଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ତିନି ଜଣ…