Odisha Link
Bridging the Missing Links in Odisha

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ସମ୍ୱଲପୁର : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ତେବେ ଲଗାଣ ବର୍ଷା ପାଇଁ ଏବେ ଜଳସ୍ତର ୬୦୦.୫୪ ଫୁଟ୍ ଉପରେ ରହିଥିବା ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକଙ୍କ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ବର୍ଷା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଚଳିତ ମାସ ଶେଷ ସପ୍ତାହରେ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.