Odisha Link
Bridging the Missing Links in Odisha
Daily Archives

July 9, 2019

ଧୋନି @୩୫୦

ମଞ୍ଚେଷ୍ଟର:  ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ପଡିଆରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ ଏବଂ ଫିଲ୍ଡିଂ କରୁଛି ଟିମ୍ ଇଣ୍ଡିଆ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବିକେଟ କିପର ମହେନ୍ଦ୍ର ସିଂହ…

ଗୃହରକ୍ଷୀଙ୍କୁ ସାହାସିକତା ପୁରସ୍କାର…

ଗୋପାଳପୁର : ସମୁଦ୍ରରେ ଭାସିଯାଉଥିଵା ଜଣେ ଯୁବକକୁ ମରଣମୁହଁରୁ ବଞ୍ଚାଇ ଥିଵାରୁ ଵ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଗୃହରକ୍ଷୀ ଜଣଙ୍କୁ ନିଜ କାର୍ୟ୍ୟାଳୟରେ ସମ୍ମାନିତ କରିଛନ୍ତି। ସୂଚନା ଅନୁସାରେ, ଗତ ୬ତାରିଖ ଅପରାହ୍ନରେ ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୂର ପେଣ୍ଠ ଗ୍ରାମର ତିନି ସାଙ୍ଗ ରାଜୁ ସାହୁ,…

କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଲେ…

ବେଙ୍ଗାଲୁରୁ: ଦିନକୁ ଦିନ ବିଗୁଡ଼ିଛି କର୍ଣ୍ଣାଟକ ରାଜନୀତି। ପଦାରେ ପଡ଼ୁଛି କର୍ଣ୍ଣାଟକ କଂଗ୍ରେସ-ଜେଡିଏସ ମେଣ୍ଟ ମଧ୍ୟରେ ଥିବା ସମ୍ପର୍କ। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨…

ଆତ୍ମସମର୍ପଣ କଲା ଖଣି ମାଫିଆ

ଖୋର୍ଦ୍ଧା : ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ ସମର୍ପଣ କରିଥିବା…

ମହିଳାଙ୍କୁ ସୁରକ୍ଷା ଦେଇ ପାରୁ…

ଭୁବନେଶ୍ବର: ପୁରୀରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସରେ ଜଣେ ଆଦିବାସୀ ନାବାଳିକାକୁ ଗାଡ଼ିର ହେଲପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗରିଫ କରିଛି। ଏହି ଘଟଣା ସାରା ରାଜ୍ୟରେ ଆଲୋଡଚନ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ…

ବାଣରେ ନିଆଁ ଲଗାଇ ଛାତ୍ରଙ୍କ ମୃତ୍ୟୁ

ନୀଳଗିରି : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ କାଣ୍ଡଗରଡିହି ପଞ୍ଚାୟତ ବଳରାମ ପାଟଣା ଗ୍ରାମରେ ଏକ ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ବାଣଟି ବିସ୍ଫୋରଣ ହୋଇ ଜଣେ ଛାତ୍ରର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବଳରାମ ପାଟଣା ଗ୍ରାମରେ ଗତକାଲି ଏକ ବିବାହ ଉତ୍ସବରେ ବରଯାତ୍ରୀ ଶୋଭାଯାତ୍ରା କରି…

ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଜଣଙ୍କର…

ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କର ପ୍ରାଣ ହରାଇଛନ୍ତି । ବିଂଝାରପୁର ଥାନା ହଳଦୀଢିହ ପଞ୍ଚାୟତ ଫଳପୁର ଗାଁରେ ମଟର ଲଗାଇ ପରିବା କ୍ଷେତରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଷରେ…

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ…

ଭୁବନେଶ୍ବର: ବାତ୍ୟା ଫନିର ବିଭିଷୀକାରେ ବହୁତ ଗଛ ନଷ୍ଟ ହୋଇଯାଇଥିଲା। ଫଳରେ ରାଜଧାନୀ ଭୁବନେଶ୍ବର ତାର ସୌନ୍ଦର୍ଯ୍ୟ ହରାଇ ବସିଥିଲା। ପୁଣିଥରେ ରାଜଧାନୀ ଭୁବନେଶ୍ବରକୁ ସବୁଜିମା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପଟିଆ ସ୍ଥିତ ରାଜାମଧୁସୂଦନ ଦେବ ଡିଗ୍ରୀ କଲେଜ। 'ବୃକ୍ଷ ହିଁ ଜୀବନ' ଏବଂ ବୃକ୍ଷର…

ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ : ବସ୍…

ପୁରୀ : ଲକଜୁରୀ ବସରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ…

ବିନା କାର୍ଯ୍ୟରେ ଦରମା ନେଉଛନ୍ତି…

ଚଣ୍ଡିଗଡ: ବିନା କାର୍ଯ୍ୟରେ ଦରମା ନେଉଛନ୍ତି ପଞାବ ସରକାରଙ୍କ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ। ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ମାସେ ବିତିଲାଣି । ହେଲେ ଏଯାଏ ସିଦ୍ଧୁ ନିଜ ଅଫିସକୁ ଯାଇ ନାହାନ୍ତି। କିନ୍ତୁ ମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ସିଦ୍ଧୁ। ଏପରି ଅଭିଯୋଗ…