Odisha Link
Bridging the Missing Links in Odisha
Daily Archives

July 14, 2019

ସ୍କୁଲ ଯିବାକୁ ନାହିଁ ଉତ୍ତମ ରାସ୍ତା,…

ମାଲକାନଗିରି: ଉତ୍ତମ ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସ୍କୁଲ ଯିବା ରାସ୍ତାରେ ଧାନ ଗଛ ରୋପଣ କରି ଏଭଳି ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲାର ମାଡକାପଦର ସ୍କୁଲର ଛାତ୍ରଛାତ୍ରୀ। ପ୍ରତିଦିନ ଚାଲି ଚାଲି ସ୍କୁଲ କୁ ନୀତିଦିନ ଯାତାୟତ କରନ୍ତି…

ଶୋଇଛି ଶିକ୍ଷାବିଭାଗ: ୨୧୯ କଲେଜରେ…

ଭୁବନେଶ୍ବର: ରାଜ୍ୟର ୨୧୯ ଡିଗ୍ରୀ ଓ ପ୍ରଫେସନାଲ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପୂର୍ବରୁ ଯୁଗ୍ମ ନିରୀକ୍ଷଣ (joint inspection) କରାଇ ନାମଲେଖା ପାଇଁ ଅନୁମୋଦନ ଦିଆଯିବା କଥା। ୨୦୧୮ ନଭେମ୍ବର ମାସ ଠାରୁ ଏହି ସବୁ ମହାବିଦ୍ୟାଳୟ ଶିକ୍ଷା ବିଭାଗର ନିରୀକ୍ଷଣ (inspection) ଅପେକ୍ଷାରେ ଥିବା ବେଳେ…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ…

ମାଲକାନଗିରି: ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଅଭିଯୋଗ। ଥମିବାର ନାଁ ଧରୁନି ଅଭିଯୋଗ। ପ୍ରାୟ ପ୍ରତ୍ୟକ ଦିନ ରାଜ୍ୟର କୋଣ ଅନୁକୋଣରୁ ଏପରି ଖବର ଆସୁଛି। ମାଲକାନଗିରି ଜିଲ୍ଲାରୁ ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଥିବା ଏଭଳି ଏକ ଅଭିଯୋଗ ଆସିଛି। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା…

ଆସନ୍ତାକାଲି ଅନୁଷ୍ଠିତ ହେବ…

ଭୁବନେଶ୍ବର: ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ମାସିକ ସାମ୍ବାଦକଭିତ୍ତିକ ପତ୍ରିକା ଦୂରଦର୍ଶୀ ପକ୍ଷରୁ ପ୍ରତିବର୍ଷ ସମ୍ମାନିତ କରାଇଥାଏ। ଆସନ୍ତାକାଲି ଦୂରଦର୍ଶୀ ପତ୍ରିକାର ୧୧ତମ ସ୍ବନକ୍ଷତ୍ର ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବରେ…

କ୍ରିକେଟ ବିଶ୍ବକପ୍: ବିଶ୍ବ ବିଜେତା ପାଇଁ…

ଲର୍ଡସ: ଆଜି କ୍ରିକେଟ ବିଶ୍ବକପ୍‌ ୨୦୧୯ର ଫାଇନାଲ ମୁକାବିଲା। ଦୀର୍ଘ ୪୫ ଦିନ ଏବଂ ୪୭ଟି ମ୍ୟାଚ ପରେ ବିଶ୍ବକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାୁଉଣ୍ଡରେ ଖେଳାଯିବ। ଚଳିତ ବିଶ୍ବକପ୍‌ ଫାଇନାଲରେ କ୍ରିକେଟର ସ୍ରଷ୍ଟା ଇଂଲଣ୍ଡ ଏବଂ ଅଣ୍ଡରଡଗ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ…