Odisha Link
Bridging the Missing Links in Odisha
Daily Archives

July 15, 2019

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ…

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ରାପଡ଼ା ଗୁଳିକାଣ୍ଡ, ସିମୁଳିଆରେ ପଦ୍ମଲୋଚନ…

୧ଲକ୍ଷ ୩୧ ହଜାର ପଦବୀ ଖାଲି: ବିଧାନସଭା

ଭୁବନେଶ୍ୱର : ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ରହିଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସୋମବାର ବିଧାନସଭାରେ ସରକାରୀ ପଦବୀ ଖାଲି ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି ।…

କର୍ଣ୍ଣାଟକ ରାଜନୀତି: କୁମାରସ୍ୱାମୀଙ୍କ…

ବେଙ୍ଗାଲୁରୁ: ଦିନକୁ ଦିନ ଜଟିଳ ହେଉଛି କର୍ଣ୍ଣାଟକ ରାଜନୀତି। ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିଜେପି। କର୍ଣ୍ଣାଟକାର ବିଜେପି ବିଧାୟକ ଗୋଷ୍ଠୀ ଆଜି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ନିଜ ବୋମାରେ ନିଜେ ସଫା

ଭଞ୍ଜନଗର: ପକେଟ୍‌ରେ ବୋମା ରଖିଥିଲେ ହେଲେ ତାହା ଫୁଟିଗଲା। ଆଉ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଡହ ନିକଟ…

ବ୍ରାଉନସୁଗାର ବ୍ୟବସାୟୀ ଛୋଟାର ବେଆଇନ ଘର…

ଖୋର୍ଦ୍ଧା : ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଛୋଟା ଉକ୍ତ ସରକାରୀ ଜାଗାରେ ୧୪ ବଖରା ସହ…

ଭୁଶୁଡ଼ିଲା କୋଠା, ୭ ଯବାନ ମୃତ୍ୟୁ

ଶିମଲା: ଭୁଶୁଡ଼ିଲା ଚାରି ମହଲା କୋଠା। ଏଭଳି ଅଭାବନୀୟ ଘଟଣା ହିମାଚଳ ପ୍ରେଦଶର କୁମାରହଟ୍ଟୀ ସହରରେ ଘଟିଛି। ଚାରି ମହଲା କୋଠା ଭୁଶୁଡ଼ିବା ଫଳରେ ୭ଜଣ ଯବାନ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା।ଫଳରେ ଏହା ଭୁଶୁଡ଼ି…

ଅଜଣା ଗାଡି ଧକ୍କାରେ ମୃତ୍ୟୁକୁ ନେଇ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଳକର ଷଢଙ୍ଗି ପିଙ୍ଗୁଆ ରାସ୍ତାର ଅଠେଇଶିମାଇଲି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ପିଙ୍ଗୁଆ ବ୍ରାହ୍ମଣସାହିର ଅକ୍ଷୟ ସାହୁ ବୋଲି ଜଣାପଡିଚି । ସୂଚନା ଅନୁସାରେ, ସେ ଚାଲି ଚାଲି ଯାଉଥିବା ବଳେ…

ମା’କୁ ହତ୍ୟାକଲା ପୁଅ

ଆଠଗଡ଼ : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ସେ ଫେରାର ହୋଇଯାଇଛି। ମିଳିଥିବା ସୂଚନା…

ସିଏ ପିନ୍ଧିଲେ, ଆମେ ଟେକିଲେ

ଆମେ ଓଡ଼ିଆ ବୋଲି ଗର୍ଭକରୁ! ହଁ ଆପଣ ଠିକ୍ ପଢିଛନ୍ତି, ଆମେ ଓଡ଼ିଆ ବୋଲି ଗର୍ବ ନୁହେଁ ପ୍ରକୃତରେ ଗର୍ଭକରୁ। ଆପଣମାନେ ଆଜିକାଲି ସ୍କୁଲ୍ କଲେଜରେ ଝିଅମାନେ ଗର୍ଭବତୀ ହେବାର ଖବର ତ ପାଉଥିବେ! ତେବେ ଏ କଥା ସମସ୍ତେ ଜାଣିନଥିବେ କି ଗର୍ଭପାତରେ ମଧ୍ୟ ଆମେ ଆଗୁଆ। ଗର୍ଭରେ ମୁହଁ ପୂରାଇ ଝିଅଙ୍କୁ ଖୋଜି…

୨.୫ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ପୁରୀ : ଆଜି ସ୍ୱଷ୍ଟ ଦିବାଲୋକରେ ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଇ ଦୁଇ ଲୁଟେରା ଫେରାର ହୋଇଯାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଶିଖରଘାଟ ନିକଟରେ ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…