Odisha Link
Bridging the Missing Links in Odisha
Daily Archives

July 15, 2019

‘କିଷାନ’ ସାଜିଲେ ମଙ୍ଗଳା କିଷାନ

ସୁନ୍ଦରଗଡ଼ : ନିଜ ଜମିରେ ଫସଲ ଫଳାଇବାକୁ ଧାନ ଧରି ବିଲରେ ପହଞ୍ଚିଛନ୍ତି ନେତା । କାନ୍ଧରେ ଗାମୁଛା ଆଉ ହାତରେ ଧାନ ଗଉଣୀ ଧରି କ୍ଷେତକୁ ଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ସୁନ୍ଦରଗଡ ଜିଲ୍ଲାର ବିଜେଡି ସଭାପତି ମଙ୍ଗଳା କିଷାନ ।କଥାରେ ଅଛି ଚାଷୀ ହୁଡିଲେ ବରଷେ, ନେତା ହୁଡିଲେ ପାଞ୍ଚ ବରଷ । ହେଲେ…

ପାଟକୁରା ନିର୍ବାଚନ: ଜମୁଛି ପ୍ରଚାର,…

ଭୁବନେଶ୍ବର: ଆସନ୍ତା ୨୦ରେ ପାଟକୁରା ବିଧାନସଭା ନିର୍ବାଚନ। ଆଉ ୩ ଦିନ ପରେ ସରିବ ନିର୍ବାଚନ ପ୍ରଚାର। ଏସବୁ ଦୃଷ୍ଟିରେ ରଖି ପ୍ରଚାର ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ଏବେ ପ୍ରଚାର ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ୪୦ ଜଣ ଲେଖାଏଁ ଷ୍ଟାର ପ୍ରଚାରକ। କାହା ପକେଟରେ…

ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ବାଇକ୍…

କଳାହାଣ୍ଡି : ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡାର ଅନିରୁଦ୍ଧ ମେହେର ବାଇକରେ…

ଆପଣ ଆଧାର ନମ୍ବର ଭୁଲ୍‌ ଲେଖୁଛନ୍ତି କି?…

ନୂଆଦିଲ୍ଲୀ: ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲକରି ଲେଖୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଭଳି କାର୍ଯ୍ୟ କଲେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ। କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲ…

ଦ୍ୱିତୀୟ ସ୍ତ୍ରୀକୁ ବିଷ ଦେଇ ମାରିଦେଲା…

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ନରହରିପୁର ଗାଁର କମଳାକାନ୍ତ ଦାସଙ୍କ ପ୍ରଥମ ସ୍ତ୍ରୀ ଛାଡ଼ି ପଳାଇଯାଇଥିଲେ। ତେଣୁ ସେ ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲଣାନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ଝିଅ ସୀମାଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରାଜା ବଗିଚା ସ୍ଥିତ ହର ପାର୍ବତୀଙ୍କ ମନ୍ଦିରରେ ଉଭୟଙ୍କ…

ବିଧାନସଭା ଆଗରେ ଆନ୍ଦୋଳନ କରିବେ…

ବଲାଙ୍ଗିର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଜୋର ଶୋର ଦାବି ହେଉଛି। ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କଠାରୁ ନିରାଶ ହୋଇ ଜିଲ୍ଲା ଓକିଲ…

ମାଓ ଇଲାକାରେ ଅପହଞ୍ଚ ମୋବାଇଲ ସେବା

ମାଲାକାନଗିରି : ଏବେ ମାଓ ଇଲାକାରେ ସବୁ ସରକାରୀ ଓ ବେସରକାରୀ କାମ ଅଫଲାଇନ ମୋଡ ରେ ହେଉଛି। କାରଣ ମାଓ ଇଲାକାରେ ଘରୋଇ ନେଟଓ୍ବାର୍କ କମ୍ପାନୀ ମାନେ ସେବା ଯୋଗାଇବାରେ ବିଫଳ ହୋଉଛନ୍ତି। ଯାହାକୁ ନେଉ ସାଧାରଣରେ ଅଶୋନ୍ତୋଷ ପ୍ରକାଶ ପାଇଛି। ୨୦୧୪ ରେ ମୋଦି ସରକାର କ୍ଷମତା କୁ ଆସିବା ପରେ ସବୁ ସରକାରୀ…

ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ ବେଳେ…

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ୪୨ ପ୍ୟାକେଟ ଚାଉଳ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ଓ ମହିଳା ସଂଘ ଧରି…

ବିଶ୍ବକପ୍‌ ଫାଇନାଲ ମ୍ୟାଚର ଫଳାଫଳକୁ ନେଇ…

ଳଣ୍ଡନ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ୨୦୧୯ ବିଶ୍ବକପ୍‌ ଟ୍ରଫି ଇଂଲଣ୍ଡ ଦଳ ନେଇଛି। ଗତକାଲିର ଫାଇନାଲ ମ୍ୟାଚ ପରି ୧୯୭୫ରୁ ୨୦୧୫ ପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଟି ବିଶ୍ବକପରେ କେବେ ଦେଖିବାକୁ ମିଳିନଥିଲା। ୧୨ ତମ ସଂସ୍କରଣର ଫାଇନାଲ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା। ଫାଇନାଲ ମ୍ୟାଚର ପ୍ରତ୍ୟେକଟି…

ବନ୍ଦ ହେବ ଝାରସୁଗୁଡା ଜିଲ୍ଲାର ୧୦୦…

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହେବାକୁ ଯାଉଛି । ଆଜି ଠାରୁ ଏହି ଡାକ୍ତରଖାନାରେ ନିୟୋଜିତ ସମସ୍ତ ଡାକ୍ତରଙ୍କୁ ପ୍ରତ୍ୟାହାର କରି ନିଆଯିବାକୁ ନୋଟିସ ଲାଗିଛି । ଗତବର୍ଷ ଜାନୁଆରୀ ୪ ତାରିଖରେ ବାଲିଜୋରି ଠାରେ ନିର୍ମିତ ବହୁତମ ପ୍ରାସାଦ ବିଶିଷ୍ଟ…