Odisha Link
Bridging the Missing Links in Odisha
Daily Archives

July 22, 2019

ଲାଲ୍‌ ବାହିନୀର ଠିକାଦାରଙ୍କୁ ଟାର୍ଗେଟ୍‌

କଳାହାଣ୍ଡି : ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଜଣକୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଜଣକୁ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ଉମରକୋଟ : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା-ପାପଡ଼ାହାଣ୍ଡି ରାସ୍ତାରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୋହିତ ଅଗ୍ରୱାଲ। ତାଙ୍କ ଘର ଉମରକୋଟ ସହରର ବୋଲି ଜଣାପଡ଼ିଛି। ଗତକାଲି ସକାଳେ ରୋହିତ ତାଙ୍କ ବ୍ୟବସାୟ କାମରେ କୋଡ଼ିଙ୍ଗା ଯାଇଥିଲେ। କାମ ସାରି…

‘ସୁପର ୩୦’ ପ୍ରଚାର ପାଇଁ ଭୁବନେଶ୍ବରରେ…

ଭୁବନେଶ୍ବର: ବିହାରର ଚର୍ଚ୍ଚିତ ଗଣିତଜ୍ଞ ଓ ଶିକ୍ଷକ ଆନନ୍ଦ କୁମାର ଗତକାଲି ଭୁବନେଶ୍ବର ଆସିଥିଲେ। ନିଜର ସୁପର ୩୦ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ବଦଳେଇ ଦେଇଥିବା ଆନନ୍ଦ କୁମାର ‘ସୁପର ୩୦’ ସିନେମାର ପ୍ରଚାର ପାଇଁ ସାରା ଭାରତ ପରିକ୍ରମା କରୁଥିବା ବେଳେ କାଲି…

ଆଜି ଦିନ ୨ଟା ୪୩ ମିନିଟରେ ଜହ୍ନ ରାଇଜକୁ…

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ଭାରତୀୟ…

ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ

ଯାଜପୁର : ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ପ୍ରାୟ ୮ଟାରେ ବଡ଼ଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ, ବଡ଼ଚଣା-ବଡ଼ଘୁମୁରି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ଜୀବନ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର :…

ଭୁବନେଶ୍ବର : ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର ।ରାଜ୍ୟର ବିଭିନ୍ନ ଶୈବପୀଠକୁ ଛୁଟୁଛି କାଉଡିଆଙ୍କ ଭିଡ । ଜଳାଶୟ ଗୁଡ଼ିକରୁ ପାଣି ଉଠାଇ ଶ୍ରଦ୍ଧାଳୁମାନେ ବିଭିନ୍ନ ଶିବ ମନ୍ଦିରରେ ପାଣି ଢ଼ାଲୁଛନ୍ତି । ଶ୍ରାବଣ ମାସର ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ…