Odisha Link
Bridging the Missing Links in Odisha

ମୃତବ୍ୟକ୍ତିର ଜୀବନ ଫେରାଇବାକୁ ମେଡିକାଲରେ ଚାଲିଛି ଝଡାଫୁଙ୍କା

ଭବାନୀପାଟଣା : ମଲା ମଣିଷକୁ ବଞ୍ଚାଇବାକୁ ଗୁଣିଆର ଝଡାଫୁଙ୍କା । ମେଡିକାଲ ଭିତରେ ମୃତବ୍ୟକ୍ତିଙ୍କ ଜୀବନ ଫେରାଇବାକୁ ଚାଲିଛି ଝଡାଫୁଙ୍କା । ମେଡିକାଲ ବଞ୍ଚାଇ ପାରିଲାନି ମାତ୍ର ମନ୍ତ୍ର କାଳେ ବଞ୍ଚାଇ ଦେବ ଏଇ ବିଶ୍ୱାସରେ ଶବଗୃହରେ ପଶି ଶବ ଦେହରେ ଝଡାଫୁଙ୍କା କରୁଛି ଗୁଣିଆ ।ଅନ୍ଧବିଶ୍ୱାସର ଏଭଳି ଏକ ଘଟଣା ଆସିଛି ଭବାନୀପାଟଣା ମେଡିକାଲରୁ ।
ମିଳିଥିବା ସୂଚନା ଅନୁସାରେ କେସିଙ୍ଗା ଡୁକେରମୁଣ୍ଡା ଗାଁର ସତୀଶ ଗୋପାଲଙ୍କୁ ସାପ କାମୁଡିଥିଲା । ସାପ କାମୁଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ପରେ ପରିବାର ଲୋକେ ମୃତବ୍ୟକ୍ତିର ଜୀବନ ଫେରାଇ ଆଣିବାକୁ ଗୁଣିଆର ସହାୟତା ଲୋଡିଥିଲେ । ତେବେ ଗୁଣିଆ ପହଞ୍ଚିବା ପରେ ମେଡିକାଲ ଶବଗାରରୁ ଶବକୁ ଜୋରଜବରଦସ୍ତ ବାହାରକୁ ଟାଣି ଝଡାଫୁଙ୍କା କରାଯାଉଛି । ମେଡିକାଲରେ ଝଡାଫୁଙ୍କାକୁ ବିରୋଧ କରିଛନ୍ତି କିଛି ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ମେଡିକାଲେ।

Comments are closed.