Odisha Link
Bridging the Missing Links in Odisha

କୁଏତ ଯିବ ଧାମରା ଉପକୂଳରୁ ମିଳିଥିବା ବିରଳ କୈବଲ୍ୟ ମାଛ

ଭୁବନେଶ୍ବର : ମାଛର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଗୋଟିଏ କୈବଲ୍ୟ ମାଛର ମୂଲ୍ୟ ଏକ ଲକ୍ଷ ଟଙ୍କା। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ଏକ ଲକ୍ଷ ଟଙ୍କିଆ ମାଛ ଏବେ କୁଏତ୍ ଯିବ। ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି। ଆଲୋକ ଜ୍ୟୋତି ନାମକ ଏକ ବୋଟରେ ୧୨ ଜଣ ଧୀବର ଏହି ମାଛଟିକୁ ଉଦ୍ଧାର କରିଛନ୍ତି । ଛଟିକୁ ବିକ୍ରି ପାଇଁ କୋଲକାତା ନିଆଯାଇଥିବାବଳେ ଏହାକୁ ଓଜନ କରାଯାଇପାରିନଥିଲା।
୧୫୦ରୁ ଉର୍ଦ୍ଧ୍ୱ ଓଜନ ଅନୁମାନ କରି ମାଛଟିକୁ ୩୨ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। କୋଲକାତାର ଏସଏଫଟି ନାମକ ଏକ ଘରୋଇ ମେଡ଼ିସିନ୍ କମ୍ପାନୀ ଏହି ମାଛକୁ କିଣିଥିବା ପାଇଁ ନିଲାମ ଧରିଥିଲା। ମେଡ଼ିସିନ୍ କମ୍ପାନୀ ଏବେ କୈବଲ୍ୟ ମାଛକୁ ଏକ ଲକ୍ଷ ବିନିମୟରେ କୁଏତ୍ ପଠାଇଛି ।

Comments are closed.