Odisha Link
Bridging the Missing Links in Odisha
Daily Archives

July 25, 2019

ଟିକେ ବର୍ଷାରେ ଜୀବନ ନେଲା ରାଜଧାନୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଅଭାବନୀୟ ଘଟଣା। ଜୟଦେବ ବିହାର ନିକଟସ୍ତ ସାଲିଆ ସାହି ନିକଟରେ ଏକ ଉନୁକ୍ତ ଡ୍ରେନରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ଆକାମ୍ମା (୬୦)। ସୂଚନା ଅନୁସାରେ ଆଜି ଦିନସାରା ପ୍ରବଳ ବର୍ଷା ହୋଇଥିଲା।…

କବିଟିଏ ମରିଗଲା ପରେ

ବେଶି କିଛି ହୁଏନାହିଁ। ଆଗ ପରି ଝରୁଥାଏ ଆକାଶରୁ ଲଘୁଚାପ ବର୍ଷା, ଆଗ ପରି ରାସ୍ତାଘାଟ, ଘୋ-ଘା' ବଜାରରେ, ଆଲୁଅକୁ ମୁହଁ କରି ଠିଆ ହେଲେ ଏବେ ବି କାଟେ ଆଖିକି, ଆଗ ପରି ବେଳେବେଳେ ଭୁଲିଯାଏ ଜଣେ ନିଜର ଠିକଣା, ଦ୍ବିତୀୟ ଗଳିରେ ନ ଯାଇ ଚାଲିଯାଏ ତିନି ନମ୍ବରରେ। ଆଗପରି ଚାଲିଥାଏ ଚେଷ୍ଟା…

ବର୍ଷା ଅଭାବରୁ ହୀରାକୁଦ ଡ୍ୟାମରେ…

ସମ୍ବଲପୁର : ହାରୀକୁଦ ଡ୍ୟାମର ଉପରମୁଣ୍ଡରେ ବର୍ଷା ଅଭାବରେ ହୀରାକୁଦ ଡ୍ୟାମରେ କମିଛି ଜଳସ୍ତର । ଯାହାର ପ୍ରଭାବ ବିଦ୍ୟୁତ ଉତ୍ପାଦନରେ ପଡିବା ଆରମ୍ଭ ହେଲାଣି । ଏହାଦ୍ୱାରା ଆଗାମୀ ଦିନରେ ବିଦ୍ୟୁତ ସଙ୍କଟ। ହାରୀକୁଦ ଡ୍ୟାମର ଜଳସ୍ତର କମୁଥିବାବେଳେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଡଧରଣର ବାଧା ସୃଷ୍ଟି…

ସ୍କୁଲ୍‌ରେ ପିଲାଙ୍କୁ ପାଠ ପଢ଼ାଇଲେ…

ସମ୍ବଲପୁର : ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲ୍‌ ଚାଲି ଆସିଲେ ଜିଲ୍ଲାପାଳ। ସ୍କୁଲ୍‌ ପିଲାଙ୍କୁ ପାଠ ବି ପଢ଼ାଇଲେ। ପର୍ଯ୍ୟଟନ ସ୍ଥଳ ବି ବୁଲାଇଲେ। ଆମେ କହୁଛୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଶୁଭମ୍‌ ସକ୍ସେନାଙ୍କ କଥା। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ଆଜି ଜିଲ୍ଲାର ମାଓ ପ୍ରଭାବିତ ନାକଟିଦେଉଳ…

ଆଜି ମୁକୁଳିପାରନ୍ତି ସାରଥି 

କଟକ : କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨…

ବ୍ରିଟେନ ମନ୍ତ୍ରିମଣ୍ଡଳରେ ତିନି ଭାରତୀୟ

ବ୍ରିଟେନ: ବ୍ରିଟେନ ସରକାରରେ ଭାରତୀୟଙ୍କ ଦବଦବା। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବୋରିସ ଜନସନ ତାଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ଦେଇଛନ୍ତି। ପ୍ରୀତି ପଟେଲ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟ ଦୁଇ ଜଣ…

ବିଧାନସଭାରେ ଉଠିଲା ବେକାରୀ ତାତି

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ବେକାରୀ ସ୍ଥିତି ଜଟିଳ ହେବାରେ ଲାଗିଛି। ଏକଥା ଆମେ କହୁନୁ ବରଂ ବିଧାନସଭାରେ ଏନେଇ ତାତି ଉଠିଛି । ରାଜ୍ୟରେ ବେକାରୀ ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଲୋଚନା ଆରମ୍ଭ ହୋଇଛି। ଏଥିରେ ଭାଗ ନେଇ ସଦସ୍ୟମାନେ ରାଜ୍ୟରେ ବେକାରୀ ସଂକଟ ଉକ୍ରଟ ବୋଲି…

ଫୋନରେ କଥା ହେଲେ ମୋଦି-ନବୀନ, କେଉଁ…

ଭୁବନେଶ୍ବର: ପୁଣି ଥରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। କାରଣ ନବୀନଙ୍କ ସହ ମୋଦି ଫୋନ ଯୋଗେ କଥା ହୋଇଥିବା ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ଦୁଇ ଦଳ ମଧ୍ୟରେ ତିକ୍ତତା ଥିଲେ ମଧ୍ୟ ଜାତୀୟ ସ୍ତରରେ ଉଭୟ ଦଳ ବିଭିନ୍ନ ବିକାଶମୂଳକ…

ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର: ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ରେ ଏକ ଅଘଟଣ ଘଟିଛି। ଛାତ୍ରୀ ନିବାସର କାନ୍ଥ ଓ ପାଚେରୀ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛି ଛାତ୍ରୀଙ୍କ ଜୀବନ। ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶାବେରୀ ଛାତ୍ରୀ…

ଟ୍ରକ ସହ କାର ମୁହାଁମୁହିଁ ଧକ୍କା

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଓଭରବ୍ରିଜ ଉପରେ ଗୁରୁବାର ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଅଛନ୍ତି। ଆହତମାନେ ପଟଣା ଥାନା ଧନୁର୍ଜୟପୁର ଗ୍ରାମର ସିଂରାଇ…