Odisha Link
Bridging the Missing Links in Odisha
Daily Archives

July 25, 2019

ଟିମ୍‌ ଇଣ୍ଡିଆ ଜର୍ସିରେ ଆଉ ଦେଖିବାକୁ…

ନୂଆଦିଳ୍ଲୀ: ଟିମ୍‌ ଇଣ୍ଡିଆ ଜର୍ସିରେ ଆଉ ଦେଖାଯିବ ନାହିଁ ଓପୋ(Oppo) କମ୍ପାନୀର ଲୋଗ। କାରଣ ଟିମ୍‌ ଇଣ୍ଡିଆକୁ ମିଳିଛି ନୂଆ ସ୍ପନସର। ଏବେ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବିଓ୍ବାଇଜେୟୁ(Byju's)ର ଲୋଗୋ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ। ଚାଇନିଜ ମୋବାଇଲ କମ୍ପାନୀ ଅପୋକୁ ହଟାଇ ସ୍ଥାନ ନେବ…

ମୃତବ୍ୟକ୍ତିର ଜୀବନ ଫେରାଇବାକୁ…

ଭବାନୀପାଟଣା : ମଲା ମଣିଷକୁ ବଞ୍ଚାଇବାକୁ ଗୁଣିଆର ଝଡାଫୁଙ୍କା । ମେଡିକାଲ ଭିତରେ ମୃତବ୍ୟକ୍ତିଙ୍କ ଜୀବନ ଫେରାଇବାକୁ ଚାଲିଛି ଝଡାଫୁଙ୍କା । ମେଡିକାଲ ବଞ୍ଚାଇ ପାରିଲାନି ମାତ୍ର ମନ୍ତ୍ର କାଳେ ବଞ୍ଚାଇ ଦେବ ଏଇ ବିଶ୍ୱାସରେ ଶବଗୃହରେ ପଶି ଶବ ଦେହରେ ଝଡାଫୁଙ୍କା କରୁଛି ଗୁଣିଆ ।ଅନ୍ଧବିଶ୍ୱାସର ଏଭଳି ଏକ…

କୁଏତ ଯିବ ଧାମରା ଉପକୂଳରୁ ମିଳିଥିବା…

ଭୁବନେଶ୍ବର : ମାଛର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଗୋଟିଏ କୈବଲ୍ୟ ମାଛର ମୂଲ୍ୟ ଏକ ଲକ୍ଷ ଟଙ୍କା। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ଏକ ଲକ୍ଷ ଟଙ୍କିଆ ମାଛ ଏବେ କୁଏତ୍ ଯିବ। ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି। ଆଲୋକ ଜ୍ୟୋତି ନାମକ ଏକ ବୋଟରେ ୧୨ ଜଣ ଧୀବର…

ଗ୍ୟାସରେ ରୋଷେଇ ସମୟରେ ଲାଗିଲା ନିଆଁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ ଗୁରୁବାର ଗ୍ୟାସରେ ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଉଛନ୍ତି ସନ୍ତୋଷ ପ୍ରଧାନ ଓ ଦିପକ କହଁର। ସେମାନଙ୍କୁ ବାଲିଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା…

ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ

ଜଗତସିଂହପୁର : ନିଜ ଆଶା ଚରିତାର୍ଥ କରିବାକୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ। ସୂଚନା ଅନୁଯାୟୀ, ତିନି ଦିନ ତଳେ ଶିକ୍ଷକ ଜଣଙ୍କ ସମ୍ପୃକ୍ତା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏନେଇ ଗାଁରେ…

ଦୁବାଇରେ ଫଶିଛନ୍ତି ୧୮ ଓଡିଆ ଶ୍ରମିକ

ବ୍ରହ୍ମପୁର : ଦୁବାଇରେ ଫଶିଥିବା ୧୮ ଓଡ଼ିଆ ଶ୍ରମିକ ଘରକୁ ଫେରି ପାରୁନାହାନ୍ତି । ଶ୍ରମିକ ମାନେ ଏବେ ବି ନିର୍ଯାତନାର ଶିକାର ହେଉଛନ୍ତି । ଏମାନେ ସମସ୍ତେ ଗଞ୍ଜାମ ଖଲ୍ଲିକୋଟର ମାଣିକପୁର, କଇରାସି, ବାଣିଆ ଅଞ୍ଚଳର । ୭ ମାସ ତଳେ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଏମାନେ ଦୁବାଇ ଯାଇଥିଲେ । ତେବେ ସେଠାରେ…

ନବୀନ ନିବାସରେ ପାଟକୁରା ମନ୍ଥନ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିତାମ ମାରିଛନ୍ତି । ଗତକାଲି ଭୋଟ ଗଣତି ହୋଇଥିବାବେଳେ ଶ୍ରୀମତୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ଏହା ପରେ ଆଜି ଅର୍ଥାତ ଗୁରୁବାର ନବୀନ ନିବାସରେ ପାଟକୁରା ମନ୍ଥନ…

ଝିଅ ବାହାଘର ପାଇଁ ୩୦ ଦିନିଆ ପାରୋଲରେ…

ନୂଆଦିଲ୍ଲୀ: ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଦୋଷୀ ନଳିନୀ ଆଜି ୩୦ ଦିନିଆ ପାରୋଲରେ ବାହାରକୁ ବାହାରିଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି ନଳିନୀ ଶ୍ରୀହରନ। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ…

ବିଧାନସଭାରେ ମରୁଡ଼ି

ଭୁବନେଶ୍ୱର : ଗୁରୁବାର ସମ୍ଭାବ୍ୟ ମରୁଡ଼ି ନେଇ ବିଧାନସଭାର ଶୂନ୍ୟକାଳରେ ସରଗରମ ଆଲୋଚନା ହୋଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଏହି ଅବସରରେ ରାଜ୍ୟର ୧୫ଟି ଜିଲ୍ଲାରେ ଠିକଭାବେ ବର୍ଷା ହୋଇନଥିବା ପ୍ରଦୀପ୍ତ ନାୟକ କହିଥିଲେ…

ନୟାଗଡ଼ରେ ୧୫ କିଲୋ ଗଞ୍ଜେଇ ଜବତ

ନୟାଗଡ଼ : ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନୟାଗଡ଼ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ନୟାଗଡ଼ ନିକଟସ୍ଥ ଘଡ଼ୁଆଳ ଛକ ଠାରେ ସନ୍ଦେହଜନକ ଭାବେ ବୁଲୁଥିଲେ କିଛି ଯୁବକ। ପୋଲିସ୍ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଗଞ୍ଜେଇ ଚୋରା ଚାଲାଣକାରୀ ବୋଲି ଜଣା ପଡ଼ିଥିଲା। ଏହା ପରେ ସେମାନଙ୍କ ନିକଟରୁ ୧୫…