Odisha Link
Bridging the Missing Links in Odisha
Daily Archives

July 25, 2019

ପାରାଦୀପରେ ଜଳସଙ୍କଟ

ପାରାଦୀପ : ଉତ୍କଟ ହେଲାଣି ପାରାଦୀପରେ ଜଳ ସଙ୍କଟ। ଏଣିକି ପାରାଦୀପରେ ଦିନକୁ ଥରେ ମାତ୍ର ମିଳିବ ପାଣି। ଟାଉନସିପ୍‌ ଲାଗି ମହଜୁଦ୍ ଥିବା ଜଳସ୍ତର ଦିନକୁ ଦିନ କମୁଛି। ଆଜିଠୁ ପାରାଦୀପ ଟାଉନସିପ୍‌ରେ ଥରେ ମାତ୍ର ଜଳ ଯୋଗାଣ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପରିସ୍ଥିତିକୁ ନଜରରେ…

ପ୍ରଥମ ଭାରତୀୟ ଭାବେ ବ୍ରିଟେନର…

ବ୍ରିଟେନ: ବ୍ରିଟନରେ ଭାରତୀୟଙ୍କ ଦବଦବା। କାରଣ ବ୍ରିଟେନ କ୍ୟାବିନେଟରେ ସ୍ଥାନ ପାଇଲେ ଭାରତୀୟ ମନ୍ତ୍ରୀ। ନବବିର୍ନାଚିତ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ମୂଳ ବାସୀନ୍ଦା ପ୍ରୀତି ପଟେଲ। ଗତକାଲି ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ବରେ…

ବୁଡ଼ିଗଲା ମାଛ ଧରା ଡଙ୍ଗା

ବାଲେଶ୍ୱର : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ଅନୁସାରେ, ସ୍ଥାନୀୟ…

ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲାରେ ପୁଣି ଏକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ପୋଢମୁଣ୍ଡା ଗ୍ରାମର ଯୁବ ଚାଷୀ ବୈଷ୍ଣବ ଭୁଏ ବୁଧବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଧାନ ଓ ବାଇଗଣ ଚାଷ…

କଟକରେ ଲଗାତାର ୩ଟି ହତ୍ୟା ଘଟଣା ପରେ…

କଟକ: କଟକରେ ଲଗାତାର ୩ଟି ହତ୍ୟାକାଣ୍ଡ ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀର ପତ୍ତା ମିଳୁନାହିଁ। ଗତକାଲି ରାତି ସାରା ନିଜେ ପୁଲିସ୍‌ କମିଶନର ଓ ଡିସିପି ପାଟ୍ରୋଲିଂ କରିଥିଲେ। ଏଥିସହ ନିରାଶ୍ରୟଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳକୁ ଅଣାଯାଇଛି। ସାଇଣ୍ଟିଫିକ୍…

ଆଜି ଜେଲ୍‌ରୁ ମୁକୁଳିପାରନ୍ତି ସାରଥି

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶର ୭୨ ଘଣ୍ଟା ପରେ ବି ଜେଲରୁ ବାହାରି ନାହାନ୍ତି ସାରଥି ଓରଫ ସନ୍ତୋଷ କୁମାର ରାଉଳ । ତେବେ ଗୁରୁବାର ଏହି ନିର୍ଦ୍ଦେଶ ପହଞ୍ଚିବ ଏବଂ ସାରଥି ଜେଲ୍ ରୁ ମୁକୁଳିବା ନେଇ ଚର୍ଚ୍ଚା ହେଉଛି । ଗତ ୨୨ ତାରିଖ ଦିନ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ୨ଟି…

ବିଶ୍ବକପ୍‌ ପରେ ବିଶ୍ରାମ ନେବାକୁ ଥିବା…

ନୂଆଦିଲ୍ଲୀ: ବିଶ୍ବକପ୍‌ ସମୟରେ ଓ୍ବେଷ୍ଟଛଣ୍ଡିଜ ଗସ୍ତରେ ବିରାଟ କୋହଲି ଯିବେ ନାହିଁ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ଏମିତିକି ବିଶ୍ବକପ ବିଶ୍ବକପରୁ ବିଦା ହେଲା ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଯିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପରେ ବିରାଟ…

ଆଜି ବାହାରିବ ସ୍ବତନ୍ତ୍ର ଓଜେଇଇ ଫଳ

ଭୁବନେଶ୍ବର : ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଏମ୍ ବିଏ, ଏମ୍ ସିଏ, ଲାଟେରାଲ ଏଣ୍ଟ୍ରି ଏମ୍ ସିଏ, ବି.ଫାର୍ମା ଓ ଏମ୍. ଫାର୍ମା ପାଠ୍ୟକ୍ରମରେ ଖାଲିଥିବା ସିଟ୍ ରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ…

ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା…

ଭୁବନେଶ୍ବର : ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ୨୬ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହା ଫଳରେ ବଙ୍ଗୋପସାଗରରେ ସୃଷ୍ଟ…

ଦିଲ୍ଲୀରେ କର୍ଣ୍ଣାଟକ ବିଜେପି ନେତା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚହଳ ପକାଇଛି କର୍ଣ୍ଣାଟକ ରାଜନୀତି। କେଉଁ ମୁହୂର୍ତ୍ତରେ କଣ ହେବ କାହାକୁ ଜଣା ନାହିଁ। କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। ହେଲେ କେନ୍ଦ୍ର ନେତୃତ୍ୱଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛି ଦଳ।…