Odisha Link
Bridging the Missing Links in Odisha
Daily Archives

July 27, 2019

ଇ-ଯାନବାହନରେ ଜିଏସଟି ହ୍ରାସ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି କାଉନ୍ସିଲ୍‌ର ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ବ୍ୟାଟେରୀ ଚାଳିତ କାର୍‌ ଏବଂ ସ୍କୁଟରରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ବ୍ୟାଟେରି ଚାଳିତ ଯାନବାହନରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ…

କଟକରେ ସବୁଠାରୁ ଅଧିକ ଭିକାରି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ ଅଧିକ ଭିକାରି ଅଛନ୍ତି କଟକରେ । ଏହା କଥା ଆମେ କହୁନାହୁଁ । ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ଭିକାରୀ ସଂଖ୍ୟା କେତେ ବୋଲି ପ୍ରଶ୍ନର ଉତ୍ତର ରଖି ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ…

ଗୃହରେ ରୁଷିଲେ ମୋହନ ମାଝୀ

ଭୁବନେଶ୍ୱର : ଶନିବାର ବିଧାନସଭାରେ ମୁଲତବୀ ନୋଟିସ ଆଲୋଚନା ବେଳେ ବିଧାୟକ ମୋହନ ମାଝୀ ରୁଷିଲେ । ସଂକ୍ଷେପରେ କହିବାକୁ କହିଲାରୁ ଶ୍ରୀ ମାଝୀ ରୁଷିଗଲେ । ମୁଲତବୀ ନୋଟିସ ଉପରେ ଆଲୋଚନା ଚାଲିଥିବାବେଳେ ବିଧାୟକ ମୋହନ ମାଝୀ ନିଜ ବକ୍ତବ୍ୟ ରଖୁଥିଲେ । ତେବେ ଏତିକି ବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର…

ଗୃହରେ ଦେବୀଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର : ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୃହରେ କହିବାକୁ ସୁଯୋଗ ନମଳିବା ନେଇ ବିଧାୟକ ଦେବୀ ମିଶ୍ର ଏକ ଅଭିନବ ଢଙ୍ଗରେ ନିଜର ପ୍ରତିବାଦ ଜଣାଇଥିଲେ । କହିବାକୁ ସୁଯୋଗ ଦିଆଯାଉନଥିବାରୁ ଶ୍ରୀ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ରହିଥିଲେ । ଯେ ପର୍ଯ୍ୟନ୍ତ କହିବାର…

ନାହିଁ ରାସ୍ତା, ଷ୍ଟ୍ରେଚରରେ…

ନୂଆପଡ଼ା: ଗାଁ କୁ ନାହିଁ ରାସ୍ତା। ସେଥିପାଇଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ…

ମନେ ପଡ଼ନ୍ତି ସ୍ୱପ୍ନର ସୌଦାଗର, ଏବେବି…

ନୂଆଦିଲ୍ଳୀ: ଆଜି ହେଉଛି 'ମିଶାଇଲ୍‌ ମ୍ୟାନ୍‌' ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ। ଆଜକୁ ଠିକ୍‌ ୪ବର୍ଷ ତଳେ ଅର୍ଥାତ୍‌ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମିଶାଇଲ ମ୍ୟାନ୍‌ ମୃତ୍ୟୁବରଣ କରିଥିଲେ। ଏକ ସଭାରେ ଭାଷଣ ଦେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ…

ଅଶିଦ୍ଧ ଶିକ୍ଷାନୁଷ୍ଠାନରୁ ପ୍ରମାଣପତ୍ର…

ଯାଜପୁର : ଯାଜପୁର ଜିଲ୍ଲା ଶିକ୍ଷା ବିଭାଗରେ ସମ୍ପ୍ରତି ନକଲି ପ୍ରମାଣପତ୍ରର ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଜିଲ୍ଲାର ବିଭିନ୍ନ ଶିଲ୍ପାନୁଷ୍ଠାନରେ ନକଲି ପ୍ରମାଣପତ୍ର ବଳରେ ଅନେକେ ଚାକିରି କରୁଥିବା ସୂଚନା ମିଳିଛି। ପୂର୍ବରୁ କଳିଙ୍ଗନଗର ଟାଟା ଷ୍ଟିଲ ଓ ଜିନ୍ଦଲ ଷ୍ଟେନଲେସ ଷ୍ଟିଲରେ ନକଲି ପ୍ରମାଣ…

୨ ଆତଙ୍କବାଦୀ ନିହତ

ଶୋପିଆନ୍: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଏବେ ବି ଉଭୟ ପଟୁ ଫାୟାରିଂ ଚାଲିଛି। ଆଜି ସକାଳେ ସୋପିଆନର ବୋନା ବଜାର ଅଞ୍ଚଳରେ ଆତଙ୍କବାଦୀ ଲୁଚି…

‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ…

ନୂଆଦିଲ୍ଲୀ: 'ବନ୍ଦେ ମାତରମ'କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖି…

ବାରିମୂଳ ଆଶ୍ରମରେ ନୋଟିସ ଲଗାଇଲା…

ଭୁବନେଶ୍ବର : ସାରଥୀଙ୍କ କେନ୍ଦ୍ରାପଡା ସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଶ୍ରମରେ ପହଞ୍ଚିଛନ୍ତି ଇଡିର ୪ ଜଣିଆ ଟିମ୍ । ସୂଚନା ଅନୁସାରେ, ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଲଗାଯାଇଛି । ତେବେ ନୋଟିସରେ ବାରିମୂଳ ଆଶ୍ରମକୁ ଅନଧିକୃତ…