Odisha Link
Bridging the Missing Links in Odisha
Daily Archives

July 27, 2019

ରାଜ୍ୟ ବାହାରେ ସାରଥି

ଭୁବନେଶ୍ବର : ଜେଲରୁ ଆସିବା ପରେ କେଉଁଠି ସାରଥି ଅଛନ୍ତି ବୋଲି ସମସ୍ତ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା । ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସାରଥୀଙ୍କ ନୂଆ ଠିକଣାକୁ ନେଇ ଭକ୍ତ ମଧ୍ୟ…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ,…

ଝାରସୁଗୁଡା : ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗରେ ମଙ୍ଗଳବାଜର ରାସ୍ତା ଅବରୋଧ କରାଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ରେଲ​ୱେ କଲୋନୀ କୁଲିପଡ଼ା ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁପୁତ୍ର ଗତ ୨୦…

ପୂର୍ବତନ ଖେଳାଳି ଟିମ୍‌ ଇଣ୍ଡିଆ କୋଚ୍‌…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ରବିନ ସିଂହ। କାରଣ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି। ଦୀର୍ଘ ୧୫ ବର୍ଷ ହେଲା ରବିନ୍‌ ସିଂହ ବିଭିନ୍ନ ଟିମ୍‌ର କୋଚିଂ ଭାର ସମ୍ଭାଳି ସାରିଛନ୍ତି। ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୨୦୦୭ରୁ…

ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ଭାଇର…

ବରଗଡ଼ : ରାଜ୍ୟରେ ଦୁଷ୍କର୍ମ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁକନ୍ୟାର ପରିବାର ଲୋକଙ୍କ ଏତଲା କ୍ରମେ…

ଦୁଷ୍କର୍ମକାରୀଙ୍କ ଜିଭକୁ କାମୁଡି ଛିଡାଇ…

ଜୟପୁର :  ଯୁବତୀଙ୍କ ଉପଯୁକ୍ତ ବୁଦ୍ଧି ଓ ଶାହାସ ଯୋଗୁ ଦୁଷ୍କର୍ମକାରୀଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ସେମାନଙ୍କୁ ପୋଲିସ ହାତରେ ଧରାଇଦେବା ଏବେ ରାଜସ୍ଥାନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ ସଚ୍ଚିନ ଶର୍ମା ହୋଇଥିବା ବେଳେ ସେ ବ୍ରିଜବିହାରର ଏକ ପ୍ରପର୍ଟି ଏଜେଣ୍ଟ ବୋଲି…

ମହାଲକ୍ଷ୍ମୀ ଏକ୍ସପ୍ରେସ୍‌: ଉଦ୍ଧାର ହେଲେ…

ମୁମ୍ବାଇ: ଜଳବନ୍ଦୀ ହୋଇ ରହିଥିବା ଥିବା ମହାଲକ୍ଷ୍ମୀ ଏକ୍ସପ୍ରେସରୁ ଉଦ୍ଧାର ହେଲେ ଯାତ୍ରୀ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ହେଲେ ୭୦୦ ଯାତ୍ରୀ। ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଠାରୁ ୧୦୦ କିମି ଦୂର ବଦଲାପୁର ନିକଟରେ ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଟ୍ରେନ ଦୀର୍ଘ କିଛି ଘଣ୍ଟା ହେବ ଜଳବନ୍ଦୀ…

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ କୋଟି ୧୯…

ଭୁବନେଶ୍ବର : କାଳିଆ ଯୋଜନା ପ୍ରସଙ୍ଗରେ ବିରୋଧୀଙ୍କ ମୁଲତବୀ ନୋଟିସର ଉତ୍ତର ରଖି ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଛନ୍ତି ସରକାର । କୃଷିମନ୍ତ୍ରୀ କହିଛନ୍ତି, ଡିବିଟି ଓ ଖାଦ୍ୟ ଯୋଗାଣ ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ୍ ୧ କୋଟି ୧୯ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ…

ଶାମିଙ୍କୁ ମିଳିଲାନି ଆମେରିକା ଭିସା,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆମେରିକା ଭିସା ମନା। ଶାମିଙ୍କ ନାଁରେ ତାଙ୍କ ପତ୍ନୀ ହସିନ ଜାହାନ ଘରୋଇ ହିଂସା ଭଳି ସଙ୍ଗିନ୍ ଅଭିଯୋଗ ଆଣିଥିବାରୁ, ତାଙ୍କୁ ଆମେରିକା ଯିବାକୁ ଅନୁମତି ମିଳି ନଥିଲା। ତେବେ ଏହି ଘଟଣାରେ ବିସିସିଆଇ ହସ୍ତକ୍ଷେପ କରିବା ପରେ ଶାମିଙ୍କୁ ଆମେରିକା…

ବେକାରୀ ଓ ନିଯୁକ୍ତିର ପୂରା ହିସାବ ଦେଲେ…

ଭୁବନେଶ୍ବର : ରାଜ୍ୟରେ କେତେ ଜଣ ଯୁବକ ଯୁବତୀ ବେକାରୀ ଅଛନ୍ତି । ସରକାର ଏମାନଙ୍କୁ ନିଯୁକ୍ତି ଦେବା ପାଇଁ କଣ ସବୁ ଯୋଜନା କରିଛନ୍ତି ଓ କେବେ ସୁଦ୍ଧା ଏହି ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ । ବିରୋଧୀ ଦଳ ମୁଖ୍ୟ ସଚେତକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ…

ଗର୍ଗଙ୍କ ବଦଳି ପଛରେ ଆର୍‌ଏସ୍‌ଏସ୍‌ର…

ନୂଆଦିଲ୍ଲୀ : ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ ପାଇଁ ଓକାଲାତି କରିବା ତାଙ୍କୁ ମହଙ୍ଗା ପଡିଛି। କାରଣ ସଂଘର ଆର୍ଥିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ଏହି ବଣ୍ଡକୁ ବିରୋଧ…