Odisha Link
Bridging the Missing Links in Odisha
Daily Archives

July 30, 2019

ଦମ୍ପତ୍ତିଙ୍କ ଠାରୁ ସୁନା ଅଳଙ୍କାର ଲୁଟ…

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଅଟୋରେ ଯାଉଥିବା ଏକ ଦମ୍ପତ୍ତିଙ୍କ ଠାରୁ ମଙ୍ଗଳବାର ଦୁର୍ବୃତ୍ତମାନେ ସୁନା ଲୁଟ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଦମ୍ପତ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଦମ୍ପତ୍ତି…

ବାଂଶପାଳରେ ହାତୀ ଆତଙ୍କ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ୍ କୁଶକଳାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଗ୍ରାମରେ ପଶି ବାବୁଲା ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ମହି ମହାନ୍ତ ଏବଂ ଗୁରୁ ମହାନ୍ତଙ୍କ ଜମିରେ ପଶି ଧାନ ତଳି ଦଳି ଚକଟି ନଷ୍ଟ କରିଦେଇଛନ୍ତି…

ତେଲୁଗୁ ସିନେମାରେ ଓଡିଆ ଝିଅ…

ବେଙ୍ଗାଲୁରୁ : ଖେଳ ଶିକ୍ଷା ତଥା ଅନ୍ୟସବୁ କ୍ଷେତ୍ରରେ ଓଡ଼ିଆ ଝିଅ ଦେଶ ବିଦେଶରେ ନାଁ କମାଇଥିବା ବେଳେ ବାଙ୍ଗାଲୋର ସହରରେ ରହୁଥିବା ବ୍ରହ୍ମପୁର ଗାନ୍ଧିନଗରର ପ୍ରବାସୀ ଓଡ଼ିଆ ସୁବ୍ରତ ଆଚାର୍ଯ୍ୟଙ୍କ ଜ୍ୟେଷ୍ଠ କନ୍ୟା ସୀତାକ୍ଷୀ ଆଚାର୍ଯ୍ୟ ଏକ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର…

କଟକରେ ସିରିଏଲ କିଲିଂ କରୁଥିଲା ନୟାଗଡ଼ର…

ଭୁବନେଶ୍ବର: କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିବା ସିରିଏଲ କିଲର୍‌କୁ ଗିରଫ କରିଛି କମିଶନରେଟ ପୁଲିସ୍। କଟକ ସହରରେ ବେଶ୍‌ କିଛିଦିନ ହେବ ଭୟର ବାତାବରଣ ସୃଷ୍ଟି କରିଥିବା ସିରିଏଲ୍‌ କିଲର ରହିଛି ନୟାଗଡ଼ ଲିଙ୍କ୍। କଟକ ସିରିଆଲ ମର୍ଡ଼ର ଅଭିଯୁକ୍ତ ନୟାଗଡ଼ ଜିଲ୍ଲା…

କୁକୁଡ଼ା ପାଇଁ ନାବାଳକକୁ ପିଟି ପିଟି…

ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ…

କାଫେ କଫି ଡେ’ର ମାଲିକ ନିଖୋଜ

ବେଙ୍ଗାଲୁରୁ: ବିଜେପି ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ମୁତାବିକ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କାଫେ କଫି ଡେ’(ସିସିଡି)ର…

ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ…

ଭୁବନେଶ୍ବର: ଏହି ପାଠ ତଳେ ଦିଆଯାଇଥିବା ଭିଡିଓଟି ଦେଖିବା ଆଗରୁ ଟିକିଏ ସୂଚନା ପଢ଼ିଦିଅନ୍ତୁ। ତଳେ ଭିଡିଓରେ ଅସଲ ବାଘ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୃଶ୍ୟ କୌଣସି ସିନେମାର ନୁହେଁ ବା ଏଥିରେ କୌଣସି ସ୍ପେଶାଲ ଇଫେକ୍ଯ ଦିଆଯାଇନାହିଁ। ପଶୁସମ୍ପଦର ସଂରକ୍ଷଣ ଓ ପରିବେଶ…

ବିଲରେ ଧାନ ରୋଇଲେ ଜିଲ୍ଲାପାଳ

ବ୍ରହ୍ମପୁର : ନିଜ ଦୁଃଖ, ଅସୁବିଧା ଜଣାଇବାକୁ ସାଧାରଣ ଲୋକେ ଯାହାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଇନ ଲଗାଇଥାନ୍ତି। ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳ ପରିଦର୍ଶନ କରୁଥିବା ଜିଲ୍ଲାପାଳ ସ୍ୱଇଚ୍ଛାରେ କାଦୁଅ ବିଲରେ ପଶିଲେ। ଆଉ…

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଯଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତିନି ତଲାକ ବିଲ୍‌କୁ ନେଇ କଣ କହିଲେ…

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍। ବହୁ ଚର୍ଚ୍ଚିତ ତିନ୍ ତଲାକ ବିଲକୁ ରାଜ୍ୟସଭାରେ ସମର୍ଥନ କରିବ ବିଜେଡି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ତେବେ ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ…